ପେଟ୍ରୋଲ ପମ୍ପରେ ନିଆଁ

Ordigital Desk
  • Published: Saturday, 27 May 2017
  • , Updated: 27 May 2017, 07:06 PM IST
<p>[vc_video link=&quot;&quot; align=&quot;center&quot;]</p> <p>ରାଉରକେଲା: ଟ୍ୟାଙ୍କରରୁ ପେଟ୍ରୋଲ୍&zwnj; ଅନ୍&zwnj;ଲୋଡ୍&zwnj; କଲା ବେଳେ ନିଆଁ ଲାଗିଗଲା। କ୍ଷଣକ ଭିତରେ ନିଆଁ ଚାରିଆଡେ ବ୍ୟାପିଗଲା। ଖବର ପାଇ ଅଗ୍ନିମଶ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଆୟତ୍ତ କରିବା ଅଗ୍ନିଶମ କର୍ମଚାରୀଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ବର୍ତ୍ତମାନ ୩ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାମରେ ଲାଗିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବୀରମିତ୍ରପୁରରେ ଏକ ପେଟ୍ରୋଲ ପମ୍ପରେ। ଘଟଣାକୁ ଏଡାଇବା ପାଇଁ ପ୍ରଶାସନ ପେଟ୍ରୋଲ ପମ୍ପ ଆଖପାଖ ଅଞ୍ଚଳରୁ ଲୋକଙ୍କୁ ହଟାଇବାକୁ ଉଦ୍ୟମ କରିଛି।</p>

Related story