ଜାଣନ୍ତୁ ଯାଆଁଳା କଦଳୀ କେଉଁ ଠାକୁରଙ୍କୁ ଭୋଗ ଲଗାଇଲେ ଶୁଭ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୂଜା କରିବା ସମୟରେ ଭଗବାନଙ୍କୁ ଭୋଗ ଲଗାଯାଏ।&nbsp; ନଡିଆ ଓ କଦଳୀ ଆଦି ଫଳ ଭୋଗଦେଇ ଭଗବାନଙ୍କୁ ପୂଜା କରାଯାଏ। ସବୁ ଠାକୁରଙ୍କ ପାଇଁ ସ୍ୱତନ୍ତ୍ର ଭୋଗ ରହିଛି। ଯେମିତି ଭୋଳାନାଥ ଶିବଙ୍କ ପାଖରେ ଅନ୍ୟାନ୍ୟ ଭୋଗ ସହ କ୍ଷୀର ଢଳାଯାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ମହାଦେବଙ୍କ ପାଖରେ ଭୋଗ ଲଗାଇବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଯଦି ସମ୍ଭବ ମହାଦେବଙ୍କ ପାଖରେ ଯାଆଁଳା କଦଳୀ ଭୋଗ କରନ୍ତୁ। କାରଣ ଯୋଡା କଦଳୀକୁ ଲକ୍ଷ୍ମୀ ନାରାୟଣ କୁହାଯାଏ। ତେଣୁ ଯାଆଁଳା କଦଳୀକୁ ଶିବ ଲିଂଗରେ ଘସିଲେ ଶିବ ସନ୍ତୁଷ୍ଟ ହୁଅନ୍ତି।</p>

Ordigital Desk
  • Published: Wednesday, 03 January 2018
  • Updated: 03 January 2018, 04:27 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୂଜା କରିବା ସମୟରେ ଭଗବାନଙ୍କୁ ଭୋଗ ଲଗାଯାଏ।&nbsp; ନଡିଆ ଓ କଦଳୀ ଆଦି ଫଳ ଭୋଗଦେଇ ଭଗବାନଙ୍କୁ ପୂଜା କରାଯାଏ। ସବୁ ଠାକୁରଙ୍କ ପାଇଁ ସ୍ୱତନ୍ତ୍ର ଭୋଗ ରହିଛି। ଯେମିତି ଭୋଳାନାଥ ଶିବଙ୍କ ପାଖରେ ଅନ୍ୟାନ୍ୟ ଭୋଗ ସହ କ୍ଷୀର ଢଳାଯାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ମହାଦେବଙ୍କ ପାଖରେ ଭୋଗ ଲଗାଇବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଯଦି ସମ୍ଭବ ମହାଦେବଙ୍କ ପାଖରେ ଯାଆଁଳା କଦଳୀ ଭୋଗ କରନ୍ତୁ। କାରଣ ଯୋଡା କଦଳୀକୁ ଲକ୍ଷ୍ମୀ ନାରାୟଣ କୁହାଯାଏ। ତେଣୁ ଯାଆଁଳା କଦଳୀକୁ ଶିବ ଲିଂଗରେ ଘସିଲେ ଶିବ ସନ୍ତୁଷ୍ଟ ହୁଅନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos