ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବା ସମୟରେ କରନ୍ତୁ ନାହିଁ ଏସବୁ ଭୁଲ୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇଲେ ସମସ୍ତ ସମସ୍ୟାର ସମାଧାନ ହୋଇଥାଏ। ନିୟମିତ ଭାବେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ବ୍ୟକ୍ତି ମଧ୍ୟରେ ନେତୃତ୍ୱ ନେବାରେ କ୍ଷମତା ବୃଦ୍ଧି ପାଇବା ସହ ବଳ, ତେଜ, ପରାକ୍ରମ, ସମ୍ମାନ ଓ ଉତ୍ସାହ ବୃଦ୍ଧି ପାଇଥାଏ। ସୂର୍ଯ୍ୟ ଦେବଙ୍କୁ ଜଳ ଚଢ଼ାଇବା ସମୟରେ କିଛି  ନିୟମ ରହିଛି ଯାହାକୁ ପାଳନ କରିବା ନିହାତି ଜରୁରୀ। ଆସନ୍ତୁ ଜାଣିବା ସେ ସଂପର୍କରେ – ସୂର୍ଯ୍ୟ ଦେବଙ୍କୁ ଜଳ ଚଢ଼ାଇବା […]

surya-jal_1469282577

surya-jal_1469282577

Rakesh Mallick
  • Published: Friday, 19 January 2018
  • Updated: 19 January 2018, 10:06 AM IST

Sports

Latest News

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇଲେ ସମସ୍ତ ସମସ୍ୟାର ସମାଧାନ ହୋଇଥାଏ। ନିୟମିତ ଭାବେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ବ୍ୟକ୍ତି ମଧ୍ୟରେ ନେତୃତ୍ୱ ନେବାରେ କ୍ଷମତା ବୃଦ୍ଧି ପାଇବା ସହ ବଳ, ତେଜ, ପରାକ୍ରମ, ସମ୍ମାନ ଓ ଉତ୍ସାହ ବୃଦ୍ଧି ପାଇଥାଏ। ସୂର୍ଯ୍ୟ ଦେବଙ୍କୁ ଜଳ ଚଢ଼ାଇବା ସମୟରେ କିଛି  ନିୟମ ରହିଛି ଯାହାକୁ ପାଳନ କରିବା ନିହାତି ଜରୁରୀ। ଆସନ୍ତୁ ଜାଣିବା ସେ ସଂପର୍କରେ

- ସୂର୍ଯ୍ୟ ଦେବଙ୍କୁ ଜଳ ଚଢ଼ାଇବା ସମୟରେ ଆଖ ପାଖରେ ଅଳିଆ ଡବା ଓ ଆବର୍ଜନା ଥିଲେ ହଟାଇଦିଅନ୍ତୁ। ଏହା ନକାରାତ୍ମକ ଶକ୍ତିକୁ ବଢ଼ାଇଥାଏ।

- ସୂର୍ଯ୍ୟଙ୍କୁ ଜଳ ଚଢ଼ାଇବା ପାଇଁ ଏକ ଅଲଗା ପାତ୍ରର ବ୍ୟବହାର କରନ୍ତୁ। ଏହାକୁ ଯେପରି  ଖାଦ୍ୟ ପ୍ରସ୍ତୁତି ଅବା ଅନ୍ୟ କାମରେ ବ୍ୟବହାର ନକରନ୍ତି।

-  ସୂର୍ଯ୍ୟଦେବଙ୍କୁ ଜଳ ସର୍ବଦା ଡାହାଣ ହାତରେ ଚଢ଼ାନ୍ତୁ।

- ଜଳ ଅର୍ପଣ କରିବା ପୂର୍ବରୁ ପିଆଜ ରସୁଣ ଖାଆନ୍ତୁ ନାହିଁ।

- ଜଳ ଅର୍ପଣ କରିସାରିବା ପରେ ସେହି ଜଳକୁ କିଛି ମାତ୍ରାରେ ବଳକା ରଖନ୍ତୁ ଏବଂ ଏହାକୁ ନେଇ ଚତୁଃପାର୍ଶ୍ୱରେ ଛିଞ୍ଚି ଦିଅନ୍ତୁ। ଏପରି କରିବା ଦ୍ୱାରା ପୂଜା ଅଧିକ ଫଳଦାୟକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story