ପଞ୍ଚାୟତ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପାଞ୍ଚଟି ପର୍ଯ୍ୟାୟରେ  ବ୍ଲକୱାରି ଭୋଟିଂ ନେଇ ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀଦ୍ର ସାହୁ ବିଶଦ ସୂଚନା  ଦେଇଛନ୍ତି। ଫେବ୍ରୁଆରୀ ୧୩ ପ୍ରଥମ ପର୍ଯ୍ୟାୟରେ ୬୫ ବ୍ଲକର ୧୮୯ ଜିଲ୍ଲା ପରିଷଦ ଜୋନରେ ଭୋଟ୍ ହେବ। ସେହିପରି ୧୫ରେ ଦ୍ୱିତୀୟ  ପର୍ଯ୍ୟାୟରେ ୬୫ ବ୍ଲକର ୧୭୫ଟି ଜୋନରେ, ୧୭ରେ ତୃତୀୟ ପର୍ଯ୍ୟାୟରେ ୬୫ ବ୍ଲକର ୧୭୫ ଜୋନରେ, ୧୯ରେ  ଚତୁର୍ଥ ପର୍ଯ୍ୟାୟରେ ୬୨ଟି ବ୍ଲକର ୧୬୨ଟି ଜୋନରେ […]

nibachana

Rakesh Mallick
  • Published: Saturday, 07 January 2017
  • , Updated: 01 February 2017, 04:42 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପାଞ୍ଚଟି ପର୍ଯ୍ୟାୟରେ  ବ୍ଲକୱାରି ଭୋଟିଂ ନେଇ ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀଦ୍ର ସାହୁ ବିଶଦ ସୂଚନା  ଦେଇଛନ୍ତି।

ଫେବ୍ରୁଆରୀ ୧୩ ପ୍ରଥମ ପର୍ଯ୍ୟାୟରେ ୬୫ ବ୍ଲକର ୧୮୯ ଜିଲ୍ଲା ପରିଷଦ ଜୋନରେ ଭୋଟ୍ ହେବ। ସେହିପରି ୧୫ରେ ଦ୍ୱିତୀୟ  ପର୍ଯ୍ୟାୟରେ ୬୫ ବ୍ଲକର ୧୭୫ଟି ଜୋନରେ, ୧୭ରେ ତୃତୀୟ ପର୍ଯ୍ୟାୟରେ ୬୫ ବ୍ଲକର ୧୭୫ ଜୋନରେ, ୧୯ରେ  ଚତୁର୍ଥ ପର୍ଯ୍ୟାୟରେ ୬୨ଟି ବ୍ଲକର ୧୬୨ଟି ଜୋନରେ ଏବଂ ଫେବ୍ରୁଆରୀ ୨୧ରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ୫୯ଟି ବ୍ଲକର ୧୫୧ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ହେବ।

ସବୁ ବ୍ଲକର ଜିଲ୍ଲା ପରିଷଦ ଜୋନ୍‌ ଭୋଟିଂ ଗୋଟିଏ  ଦିନରେ ସରିବ। ତେବେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଓ ରାୟଗଡ଼ାର କୋଲନରା ବ୍ଲକରେ ୨ପର୍ଯ୍ୟାୟ ଭୋଟିଂ ହେବ।

 

Related story