ପାଢୀ ଟ୍ୟୁଟୋରିଆଲ୍‌ ମାଲିକ ଜାନକୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ବ୍ରହ୍ମେଶ୍ୱରପାଟଣା ସ୍ଥିତ ବାସଭବନରୁ ଆଜି ପାଢ଼ୀ ଟ୍ୟୁଟୋରିଆଲ ମାଲିକ ଜାନକୀ ବଲ୍ଲଭ ପାଢ଼ୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିଜ ଶୋଇବା ଘର ପଙ୍ଖାରେ ସେ ଗାମୁଛାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନି। ବଡ଼ଗଡ଼ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପାଖରେ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ,“କୋଟି କୋଟି ଟଙ୍କାର ଋଣ ଭାର ଯୋଗୁଁ ଶ୍ରୀ ପାଢ଼ୀ […]

janaki padhi

Rakesh Mallick
  • Published: Thursday, 06 April 2017
  • , Updated: 06 April 2017, 04:53 PM IST

ଭୁବନେଶ୍ୱର: ଭୁବନେଶ୍ୱର ବ୍ରହ୍ମେଶ୍ୱରପାଟଣା ସ୍ଥିତ ବାସଭବନରୁ ଆଜି ପାଢ଼ୀ ଟ୍ୟୁଟୋରିଆଲ ମାଲିକ ଜାନକୀ ବଲ୍ଲଭ ପାଢ଼ୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିଜ ଶୋଇବା ଘର ପଙ୍ଖାରେ ସେ ଗାମୁଛାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ତେବେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନି। ବଡ଼ଗଡ଼ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପାଖରେ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି।

ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ,“କୋଟି କୋଟି ଟଙ୍କାର ଋଣ ଭାର ଯୋଗୁଁ ଶ୍ରୀ ପାଢ଼ୀ ମାନସିକ ଚାପରେ ଥିଲେ।”

Related story