ଯୁଦ୍ଧ ଇଶାରା!  ବିଶ୍ୱର ସର୍ବବୃହତ ରଣକ୍ଷେତ୍ର ‘ସିଆଚିନ୍‌’ରେ ଚକ୍କର କାଟିଲା ପାକ୍‌ ବିମାନ, ଭାରତ କହିଲା ମିଛ

ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ପାକିସ୍ତାନ ପ୍ରସ୍ତୁତ। ଏଥିପାଇଁ  ସିଆଚିନ୍‌ ବୋର୍ଡ଼ର ଉପରେ  ସେମାନଙ୍କ ଯୁଦ୍ଧ ବିମାନ ଉଡ଼ିଛି । ଏହି ବିମାନ ଉଡ଼ାଇ  ପାକିସ୍ତାନ ଅପରେଶନ ପାଇଁ ପ୍ରସ୍ତୁତ ଥିବା  ପାକ୍‌ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ସିଆଚିନ୍‌ ବରଫାବୃତ୍ତ ପାହାଡ଼ ଉପରେ ପାକ୍‌ର ଯୁଦ୍ଧ ବିମାନ ଉଡ଼ିଥିବା ସେଠାକାର ଗଣମାଧ୍ୟମ ପକ୍ଷରୁ ଦାବି କରାଯାଇଛି। ତେବେ ଏହି ଖବରକୁ  ଭାରତୀୟ ବାୟୁସେନା ପକ୍ଷରୁ ଖଣ୍ଡନ କରାଯାଇଛି। ପାକିସ୍ତାନ ଯାହା ଦାବି କରୁଛି ତାହା ମିଛ ବୋଲି ଭାରତ […]

sichain-1

sichain-1

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 07:36 PM IST

Sports

Latest News

ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ପାକିସ୍ତାନ ପ୍ରସ୍ତୁତ। ଏଥିପାଇଁ  ସିଆଚିନ୍‌ ବୋର୍ଡ଼ର ଉପରେ  ସେମାନଙ୍କ ଯୁଦ୍ଧ ବିମାନ ଉଡ଼ିଛି । ଏହି ବିମାନ ଉଡ଼ାଇ  ପାକିସ୍ତାନ ଅପରେଶନ ପାଇଁ ପ୍ରସ୍ତୁତ ଥିବା  ପାକ୍‌ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। ସିଆଚିନ୍‌ ବରଫାବୃତ୍ତ ପାହାଡ଼ ଉପରେ ପାକ୍‌ର ଯୁଦ୍ଧ ବିମାନ ଉଡ଼ିଥିବା ସେଠାକାର ଗଣମାଧ୍ୟମ ପକ୍ଷରୁ ଦାବି କରାଯାଇଛି। ତେବେ ଏହି ଖବରକୁ  ଭାରତୀୟ ବାୟୁସେନା ପକ୍ଷରୁ ଖଣ୍ଡନ କରାଯାଇଛି। ପାକିସ୍ତାନ ଯାହା ଦାବି କରୁଛି ତାହା ମିଛ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ବିମାନ ଉଡ଼ାଣରେ ଆକାଶ ସୀମା(ଏୟାର ସ୍ପେଷ) ଉଲ୍ଲଂଘନ ହୋଇ ନ ଥିବା ଭାରତ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ପାକିସ୍ତାନ ଏୟାର ଫୋର୍ସ (ପିଏଫ) ସିଆଚିନ୍‌ ଗ୍ଲେସିୟର ନିକଟରେ ଉଡ଼ାଣ କରିଥିବା ପାକ୍‌ ଗଣମାଧ୍ୟମ ‘ସାମା’ ଟିଭିରେ ପ୍ରକାଶ ପାଇଥିଲା।  ଏହି ଉଡ଼ାଣକୁ ପାକ୍‌ ବାୟୁସେନା ମୁଖ୍ୟ ସୋହେଲ ଅମନ ନିରୀକ୍ଷଣ କରିଥିଲେ। ଏଭଳି ଉଡ଼ାଣ କରି ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।

ସେପଟେ ପାକିସ୍ତାନର ଏହି ଦାବିକୁ ଖଣ୍ଡନ କରିଛି ଭାରତ। ସିଆଚିନ ସୀମା ଉପରେ ପାକିସ୍ତାନର କୌଣସି ଯୁଦ୍ଧ ବିମାନ ଉଡି ନାହିଁ ବୋଲି ଭାରତୀୟ ବାୟୁସେନା କହିଛି। ସିଆଚିନ୍‌ (ବରଫାବୃତ ପାହାଡ଼)  ହେଉଛି ବିଶ୍ୱର ସର୍ବବୃହତ (ସ୍ଥଳଭାଗ) ଯୁଦ୍ଧକ୍ଷେତ୍ର।   ହିମାଳୟର ପୂର୍ବ ରିଜିୟନ ତଥା କାରାକୋରାମ ନିକଟରେ ଏହି ସିଆଚିନ୍‌ ଅବସ୍ଥିତ। ଯେଉଁ ବରଫାବୃତ ପାହାଡ଼ରେ ଭାରତ-ପାକିସ୍ତାନ ମଧ୍ୟରେ ଲାଇନ୍‌ ଅଫ କଣ୍ଟ୍ରୋଲ୍‌ (ଏଲଓସି)  ଶେଷ ହୋଇଛି।  ଗତକାଲି ପାକିସ୍ତାନକୁ ଭାରତୀୟ ଯବାନମାନେ ମୁହଁତୋଡ଼ ଜବାବ ଦେଇଥିଲେ।

ଏପରିକି ପାକିସ୍ତାନର କିଛି ଆତଙ୍କବାଦୀ  ଶିବିରକୁ  ତୋପ ମାଡ଼ରେ ଉଡ଼ାଇ ଦିଆଯାଇଥିବା ଭାରତୀୟ ସେନା ପକ୍ଷରୁ ଦାବି କରାଯାଇଥିଲା। ଏନେଇ ସେନା ମଧ୍ୟ ଏକ ଭିଡିଓ ଜାରି କରିଥିଲା। ଏହାର ପ୍ରତିକ୍ରିୟାରେ ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ଦାବି କରିଛି। ସେପଟେ ସେନାର ଏଲଓସି ରଣନୀତି ପଛରେ ଭାରତ ସରକାରଙ୍କ ପୂର୍ଣ୍ଣ ସମର୍ଥନ ରହିଥିବା ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story