ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୬% ମତଦାନ

ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ୫୦,୬୧,୯୭୪ ଭୋଟରଙ୍କ ମଧ୍ୟରୁ ୭୬ ପ୍ରତିଶତ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୭ ପ୍ରତିଶତ ଓ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୫ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ରବି ନାରାୟଣ ସେନାପତି କହିଛନ୍ତି। ସେ କହିଛନ୍ତି,“ଆଜି ୨୮ଟି ଜିଲ୍ଲା ୬୨ଟି ବ୍ଲକ ୧୬୨ଟି ଜିଲ୍ଲାପରିଷଦ ଜୋନ ୧୩୨୪ଟି ପଞ୍ଚାୟତର ୧୭୮୬୭ଟି ୱାର୍ଡ଼ରେ ଭୋଟଗ୍ରହଣ ହୋଇଥିଲା। ୫୦,୬୧,୯୭୪ ଜଣ […]

election commisan

election commisan

Rakesh Mallick
  • Published: Sunday, 19 February 2017
  • Updated: 19 February 2017, 10:23 PM IST

Sports

Latest News

ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ୫୦,୬୧,୯୭୪ ଭୋଟରଙ୍କ ମଧ୍ୟରୁ ୭୬ ପ୍ରତିଶତ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୭ ପ୍ରତିଶତ ଓ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୫ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ରବି ନାରାୟଣ ସେନାପତି କହିଛନ୍ତି।

ସେ କହିଛନ୍ତି,“ଆଜି ୨୮ଟି ଜିଲ୍ଲା ୬୨ଟି ବ୍ଲକ ୧୬୨ଟି ଜିଲ୍ଲାପରିଷଦ ଜୋନ ୧୩୨୪ଟି ପଞ୍ଚାୟତର ୧୭୮୬୭ଟି ୱାର୍ଡ଼ରେ ଭୋଟଗ୍ରହଣ ହୋଇଥିଲା। ୫୦,୬୧,୯୭୪ ଜଣ ଭୋଟର ସେମାନଙ୍କ ମନପସନ୍ଦର ଜିଲ୍ଲାପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ଼ ମେମ୍ୱରଙ୍କୁ ବାଛି ଛନ୍ତି।”

କମିଶନ କହିଛନ୍ତି,“ଭୋଟଗ୍ରହଣ ସମୟରେ ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳକୁ ବାଦଦେଲ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। କେତେକ ସ୍ଥାନରେ ବାଲଟ ପେପର ଜନିତ ତ୍ରୁଟି ପାଇଁ ନିର୍ବାଚନୀ କାର୍ଯ୍ୟରେ ଅସୁବିଧା ହୋଇଥିଲା। ସେନେଇ ସମସ୍ତ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ମିଳିବା ପରେ ନିଷ୍ପତ୍ତି ନିଆଯିବ।”

ସେ କହିଛନ୍ତି,“ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକରେ ୪ଟି ବୁଥ୍‌ରେ ବାଲଟ ପେପର ଜନିତ ତ୍ରୁଟି ଯୋଗୁଁ ଭୋଟ ଗ୍ରହଣ ହୋଇ ପାରିନି। ସେହିପରି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋଟିଏ ବୁଥ୍‌ରେ ଭୋଟ ଗ୍ରହଣ ହୋଇପାରିନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story