ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୭୧% ମତଦାନ

ଭୁବନେଶ୍ୱର: କାଁ ଭାଁ ହିଂସାକାଣ୍ଡ ମଧ୍ୟରେ ଆଜି ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ। ହୋଇଛି।  ମୋଟ ୫୮,୨୮,୪୪୬ ଜଣ ମତଦାତାଙ୍କ ମଧ୍ୟରୁ ୭୧% ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୪.୩ ପ୍ରତିଶତ ଭୋଟର୍ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ବଲାଙ୍ଗିର ଜିଲ୍ଲାରେ ସର୍ବନିମ୍ନ ୬୦ ପ୍ରତିଶତ ମତଦାନ ହୋଇଛି। ଜଗତସିଂହପୁର ଜିଲ୍ଲାରେ ୮୪ ପ୍ରତିଶତ ଭୋଟିଂ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ବଲାଙ୍ଗିର ବ୍ୟତୀତ […]

election

election

Rakesh Mallick
  • Published: Monday, 13 February 2017
  • Updated: 13 February 2017, 07:30 PM IST

Sports

Latest News

ଭୁବନେଶ୍ୱର: କାଁ ଭାଁ ହିଂସାକାଣ୍ଡ ମଧ୍ୟରେ ଆଜି ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ। ହୋଇଛି।  ମୋଟ ୫୮,୨୮,୪୪୬ ଜଣ ମତଦାତାଙ୍କ ମଧ୍ୟରୁ ୭୧% ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୮୪.୩ ପ୍ରତିଶତ ଭୋଟର୍ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ବଲାଙ୍ଗିର ଜିଲ୍ଲାରେ ସର୍ବନିମ୍ନ ୬୦ ପ୍ରତିଶତ ମତଦାନ ହୋଇଛି। ଜଗତସିଂହପୁର ଜିଲ୍ଲାରେ ୮୪ ପ୍ରତିଶତ ଭୋଟିଂ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ବଲାଙ୍ଗିର ବ୍ୟତୀତ ଅନ୍ୟ ଜିଲ୍ଲାରେ ୬୦ରୁ ଅଧିକ ପ୍ରତିଶତ ଭୋଟିଂ ହୋଇଥିଲା। ଢେଙ୍କାନାଳରେ ୭୯ ପ୍ରତିଶତ, ବାଲେଶ୍ୱରର ୭୭, ବରଗଡ଼ରେ ୭୫, ବୌଦ୍ଧରେ ୭୫, ଗଞ୍ଜମରେ ୭୦, ଝାରସୁଗୁଡ଼ାରେ ୭୨, କଳାହାଣ୍ଡିରେ ୭୬, କନ୍ଧମାଳରେ ୭୫, କେନ୍ଦ୍ରାପଡ଼ାରେ ୭୦, ଖୋର୍ଦ୍ଧାରେ ୭୪, କୋରାପୁଟରେ ୬୭, ମୟୂରଭଞ୍ଜରେ ୬୯ ଓ ସୁନ୍ଦରଗଡ଼ ଜିଲ୍ଲାରେ ୬୯ ପ୍ରତିଶତ ମତଦାନ ହୋଇଛି।

ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି,“କିଛି ସ୍ଥାନରେ ଭୋଟ୍ ବାକ୍ସ ଛଡ଼ାଇ ନିଆଯାଇଥିବା, କିଛି ସ୍ଥାନରେ ଭୋଟ୍‌ଦାନ ବେଳେ ବାଧା ସୃଷ୍ଟି କରାଯାଇଥିବା ଓ ଭୋଟ୍ ବର୍ଜନ ଆଦି ଖବର ଆସିଛି। ଏ ସବୁ ସଂପର୍କରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ବିଚାର କରାଯିବ।”

କାଁ ଭାଁ ବିଶୃଙ୍ଖଳାକୁ ଛାଡ଼ି ଦେଲେ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା।

ଦେବଗଡ଼ ଜିଲ୍ଲାକୁ ବାଦ ଦେଇ ବାକି ୨୯ଟି ଜିଲ୍ଲାର ୧୮୮ ଜିଲ୍ଲା ପରିଷଦ ଜୋନ୍‌ରେ ଆଜି ଭୋଟ୍‌ ଗ୍ରହଣ କରାଯାଇଥିଲା। ୧୮୮ ଜିଲ୍ଲା ପରିଷଦ ଆସନରେ ୭୧୬ ଜଣ ପ୍ରାର୍ଥୀ ଛିଡ଼ା ହୋଇଥିଲେ। ୧୫୦୬ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ଏବଂ ୨୦,୩୬୯ଟି ୱାର୍ଡମେମ୍ବର ଆସନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ଭୋଟ୍ ଗଣତି ମଧ୍ୟ ଶେଷ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story