ପାରାଦୀପ ମୁହାଣରେ ବୁଡ଼ିଲା ମାଛଧରା ବୋଟ୍: ନିଖୋଜ ୬ ମତ୍ସ୍ୟଜୀବୀ ଉଦ୍ଧାର

ପାରାଦୀପ: ପାରାଦୀପ ମୁହାଣରେ ଆଜି ବୁଡ଼ି ଯାଇଥିବା ମାଛଧରା ବୋଟ୍ ମଧ୍ୟରୁ ସମସ୍ତ ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ଦୁଇ ଜଣ ନିଖୋଜ ମତ୍ସ୍ୟଜୀବୀ କୂଳକୁ ଫେରିଥିଲେ। ପରେ ଆଉ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହି ମତ୍ସ୍ୟଜୀବୀମାନେ ମାଛ ମାରି ଫେରୁଥିବା ବେଳେ ସେମାନଙ୍କ ବୋଟ୍ ପାରାଦୀପ ମୁହାଣଠାରୁ ପ୍ରାୟ ୫୦୦ ମିଟର ଦୂରରେ ବୁଡ଼ି ଯାଇଥିଲା। ଖବର ପାଇ ମେରାଇନ୍ ପୋଲିସ୍ ସେଠାରେ ପହଞ୍ଚିଥିଲା। ତେବେ ସମୁଦ୍ରରେ ବଡ଼ ବଡ଼ ଢେଉ ଆସୁଥିବା […]

paradeep

paradeep

Rakesh Mallick
  • Published: Monday, 05 October 2015
  • Updated: 14 October 2015, 12:04 PM IST

Sports

Latest News

ପାରାଦୀପ: ପାରାଦୀପ ମୁହାଣରେ ଆଜି ବୁଡ଼ି ଯାଇଥିବା ମାଛଧରା ବୋଟ୍ ମଧ୍ୟରୁ ସମସ୍ତ ୬ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ଦୁଇ ଜଣ ନିଖୋଜ ମତ୍ସ୍ୟଜୀବୀ କୂଳକୁ ଫେରିଥିଲେ। ପରେ ଆଉ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

ଏହି ମତ୍ସ୍ୟଜୀବୀମାନେ ମାଛ ମାରି ଫେରୁଥିବା ବେଳେ ସେମାନଙ୍କ ବୋଟ୍ ପାରାଦୀପ ମୁହାଣଠାରୁ ପ୍ରାୟ ୫୦୦ ମିଟର ଦୂରରେ ବୁଡ଼ି ଯାଇଥିଲା।

ଖବର ପାଇ ମେରାଇନ୍ ପୋଲିସ୍ ସେଠାରେ ପହଞ୍ଚିଥିଲା। ତେବେ ସମୁଦ୍ରରେ ବଡ଼ ବଡ଼ ଢେଉ ଆସୁଥିବା ଦେଖି ପୋଲିସ୍ ତତକ୍ଷଣାତ୍ ଉଦ୍ଧାର କାର୍ଯ୍ୟ କରିପାରି ନ ଥିଲା ଓ ବଡ଼ ବୋଟର ବ୍ୟବସ୍ଥା କରିଥିଲା। ସ୍ଥାନୀୟ ମତ୍ସ୍ୟଜୀବୀମାନେ ମଧ୍ୟ ଅଧାବୁଡ଼ି ରହିଥିବା ଡଙ୍ଗା ପାଖକୁ ଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ପରେ  ବୁଡ଼ି ଯାଇଥିବା ଡଙ୍ଗାରୁ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story