ମହିମାଙ୍କ ଭଣଜାଙ୍କୁ ପାରାଦୀପ ପୋଲିସ୍‌ର ନୋଟିସ୍‌

ପାରାଦୀପ: ସିୱେଜ୍ ସିପିଂ କଂପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କ ଭଣଜା ଚିନ୍ମୟ ମିଶ୍ରଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ୍ ଜାରି କରିଛି ପାରାଦୀପ ପୋଲିସ୍। ୧୫ ତାରିଖ ସୁଦ୍ଧା ହାଜର ହେବା ପାଇଁ ତାଙ୍କୁ କୁହାଯାଇଛି। ସେହିପରି ମହିମାଙ୍କ କଂପାନୀ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ଫାଇନାନ୍ସ ବିଭାଗ ଡିଜିଏମ୍ ରବୀନ୍ଦ୍ର ଦଳେଇଙ୍କୁ ପୁଣି ଥରେ ହାଜର ହେବା ପାଇଁ ପାରାଦୀପ ପୋଲିସ୍ ନୋଟିସ୍ ଜାରି କରିଛି। ତାଙ୍କୁ […]

paradeep

paradeep

Rakesh Mallick
  • Published: Friday, 13 January 2017
  • Updated: 13 January 2017, 11:33 AM IST

Sports

Latest News

ପାରାଦୀପ: ସିୱେଜ୍ ସିପିଂ କଂପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କ ଭଣଜା ଚିନ୍ମୟ ମିଶ୍ରଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ୍ ଜାରି କରିଛି ପାରାଦୀପ ପୋଲିସ୍। ୧୫ ତାରିଖ ସୁଦ୍ଧା ହାଜର ହେବା ପାଇଁ ତାଙ୍କୁ କୁହାଯାଇଛି। ସେହିପରି ମହିମାଙ୍କ କଂପାନୀ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ଫାଇନାନ୍ସ ବିଭାଗ ଡିଜିଏମ୍ ରବୀନ୍ଦ୍ର ଦଳେଇଙ୍କୁ ପୁଣି ଥରେ ହାଜର ହେବା ପାଇଁ ପାରାଦୀପ ପୋଲିସ୍ ନୋଟିସ୍ ଜାରି କରିଛି। ତାଙ୍କୁ ବି ୧୫ ତାରିଖ ସୁଦ୍ଧା ହାଜର ହେବାକୁ କୁହାଯାଇଛି। ଏହା ପୂର୍ବରୁ ଗତ ୮ ତାରିଖରେ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା। ସେ ୧୦ ତାରିଖରେ ପାରାଦୀପ ପୋଲିସ୍ ନିକଟରେ ହାଜର ହୋଇଥିଲେ। ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ହୋଇଥିବା ଆର୍ଥିକ କାରବାର ନେଇ ତାଙ୍କୁ ପଚରାଉଚରା କରାଯାଇଥିଲା।

ମହିମାଙ୍କ ଦୁଇ ପୁଅ ଚନ୍ଦନ ଓ ଚର୍ଚ୍ଚିତ ୧୧ ତାରିଖ ଦିନ ପାରାଦୀପ ପୋଲିସ୍ ନିକଟରେ ହାଜର ହୋଇଥିଲେ।

ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ମହିମାଙ୍କ ମିଶାଇ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ କଂଗ୍ରେସ ନେତା ବାପି ସର୍ଖେଲ୍ ମଧ୍ୟ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story