ପରିଚାଳନା ଓ ପ୍ରାଶାସନିକ ତ୍ରୁଟି ଶିଶୁମୃତ୍ୟୁ ପାଇଁ ଦାୟୀ, ବଦଳିଲେ ଶିଶୁଭବନ ଅଧିକ୍ଷକ

ଭୁବନେଶ୍ୱର: କଟକ ଶିଶୁଭବନରେ ଶିଶୁମୃତ୍ୟୁ ଘଟଣା ପାଇଁ ହସ୍ପିଟାଲ୍ ପରିଚାଳନା ଓ ପ୍ରାଶାସନିକ ବ୍ୟବସ୍ଥାରେ ତ୍ରୁଟି ଥିଲା । ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡିଏମ୍ଇଟି ରିପୋର୍ଟ ଆଧାରରେ ଆଜି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଏହି ସୂଚନା ଦେଇଛନ୍ତି। ରିପୋର୍ଟରେ ଶିଶୁମୃତ୍ୟୁ ଲାଗି କ୍ଲିନିକାଲ୍ ନେଗ୍ଲିଜାନ୍ସ ହୋଇ ନ ଥିବା ଦର୍ଶାଯାଇଛି। ଗୁରୁତର ଅବସ୍ଥାରେ ବହୁ ଶିଶୁ ରୋଗୀଙ୍କୁ ଶିଶୁଭବନକୁ ଅଣାଯାଇଥିଲା। ପ୍ରାୟ ୮୦ ପ୍ରତିଶତରୁ ଅଧିକ ରୋଗୀ ଦୂରଦୂରାନ୍ତରୁ ଆସିଥିବା ନେଇ ଡିଏମ୍ଇଟି […]

heath

heath

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 01:29 PM IST

Sports

Latest News

ଭୁବନେଶ୍ୱର: କଟକ ଶିଶୁଭବନରେ ଶିଶୁମୃତ୍ୟୁ ଘଟଣା ପାଇଁ ହସ୍ପିଟାଲ୍ ପରିଚାଳନା ଓ ପ୍ରାଶାସନିକ ବ୍ୟବସ୍ଥାରେ ତ୍ରୁଟି ଥିଲା । ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଡିଏମ୍ଇଟି ରିପୋର୍ଟ ଆଧାରରେ ଆଜି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଏହି ସୂଚନା ଦେଇଛନ୍ତି। ରିପୋର୍ଟରେ ଶିଶୁମୃତ୍ୟୁ ଲାଗି କ୍ଲିନିକାଲ୍ ନେଗ୍ଲିଜାନ୍ସ ହୋଇ ନ ଥିବା ଦର୍ଶାଯାଇଛି। ଗୁରୁତର ଅବସ୍ଥାରେ ବହୁ ଶିଶୁ ରୋଗୀଙ୍କୁ ଶିଶୁଭବନକୁ ଅଣାଯାଇଥିଲା। ପ୍ରାୟ ୮୦ ପ୍ରତିଶତରୁ ଅଧିକ ରୋଗୀ ଦୂରଦୂରାନ୍ତରୁ ଆସିଥିବା ନେଇ ଡିଏମ୍ଇଟି ରିପୋର୍ଟରେ ଦର୍ଶାଯାଇଥିବା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି।heath

ଏହାସହ ଶିଶୁଭବନ ଅଧିକ୍ଷକ ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ବଦଳି କରାଯାଇଛି। ତାଙ୍କୁ ବ୍ରହ୍ମପୁର ଏମେକସିଜିକୁ କରାଯାଇଛି। ଡାକ୍ତର ସରୋଜ ଶତପଥୀ ଶିଶୁଭବନର ନୂଆ ଅଧିକ୍ଷକ ହୋଇଛନ୍ତି। ସେହିପରି ଶିଶୁଭବନର ଡାକ୍ତର ଅନୀଲ କୁମାର ମହାନ୍ତି ଏବଂ ଡାକ୍ତର ପ୍ରଭାକର ମିଶ୍ରଙ୍କୁ ବଦଳି କରାଯାଇଛି। ଏମକେସିଜିରୁ ଡାକ୍ତର ନରେନ୍ଦ୍ର ନାଥ ସୋରେନ୍ ଓ ଡାକ୍ତର ଶାନ୍ତିସେନ ମୁର୍ମୁ ଏବଂ ସମ୍ୱଲପୁର ବୁର୍ଲାରୁ ଡାକ୍ତର ସପନ କୁମାର ମୁର୍ମୁଙ୍କୁ ଶିଶୁଭବନରେ ନିଯୁକ୍ତ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story