ଆପଣଙ୍କୁ ବିପତ୍ତିରୁ ରକ୍ଷା କରିପାରେ ମୋତି!

ଗ୍ରହ ଦୋଷ ଥିଲେ ବିଭିନ୍ନ ପ୍ରକାର ରତ୍ନ ପିନ୍ଧିବାକୁ ଜ୍ୟୋତିଷ ମାନେ ପରାମର୍ଶ ଦିଅନ୍ତି। ଗ୍ରହ ଅନୁସାରେ ରତ୍ନ ପିନ୍ଧିବାକୁ କୁହାଯାଏ। ଚନ୍ଦ୍ରଦେବଙ୍କ ପ୍ରିୟ ହେଉଛି ମୋତି। ଏଣୁ ଚନ୍ଦ୍ର ଗ୍ରହ ଦୋଷ ଥିଲେ ମୋତି ପିନ୍ଧିବାକୁ କୁହାଯାଏ। ରାହୁ ଅବା କେତୁର କୋପ ଦୃଷ୍ଟିରୁ ବର୍ତ୍ତିବା ପାଇଁ ମଧ୍ୟ ମୋତି ଧାରଣ କରିବାକୁ କୁହାଯାଏ। ଏହା ବ୍ୟତିତ ଯେଉଁ ମାନେ ଅଧିକ ରାଗନ୍ତି ସେମାନଙ୍କୁ ମଧ୍ୟ ମୋତି ଧାରଣ କରିବାକୁ କୁହାଯାଏ। ଏହାଦ୍ୱାରା ମାନସିକ ଶାନ୍ତି […]

pearl

pearl

Rakesh Mallick
  • Published: Monday, 22 January 2018
  • Updated: 22 January 2018, 10:20 AM IST

Sports

Latest News

ଗ୍ରହ ଦୋଷ ଥିଲେ ବିଭିନ୍ନ ପ୍ରକାର ରତ୍ନ ପିନ୍ଧିବାକୁ ଜ୍ୟୋତିଷ ମାନେ ପରାମର୍ଶ ଦିଅନ୍ତି। ଗ୍ରହ ଅନୁସାରେ ରତ୍ନ ପିନ୍ଧିବାକୁ କୁହାଯାଏ। ଚନ୍ଦ୍ରଦେବଙ୍କ ପ୍ରିୟ ହେଉଛି ମୋତି। ଏଣୁ ଚନ୍ଦ୍ର ଗ୍ରହ ଦୋଷ ଥିଲେ ମୋତି ପିନ୍ଧିବାକୁ କୁହାଯାଏ। ରାହୁ ଅବା କେତୁର କୋପ ଦୃଷ୍ଟିରୁ ବର୍ତ୍ତିବା ପାଇଁ ମଧ୍ୟ ମୋତି ଧାରଣ କରିବାକୁ କୁହାଯାଏ। ଏହା ବ୍ୟତିତ ଯେଉଁ ମାନେ ଅଧିକ ରାଗନ୍ତି ସେମାନଙ୍କୁ ମଧ୍ୟ ମୋତି ଧାରଣ କରିବାକୁ କୁହାଯାଏ। ଏହାଦ୍ୱାରା ମାନସିକ ଶାନ୍ତି ଓ ଏକାଗ୍ରତା ବଢ଼େ।

ତେବେ ମୋତି ପିନ୍ଧିବା ପୂର୍ବରୁ ଜ୍ୟୋତିଷ ମାନଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। କାରଣ ବିଭିନ୍ନ ପ୍ରକାର ମୋତି ରହିଛି-ଅଭ୍ର ମୋତି, ଶଙ୍ଖ ମୋତି, ସର୍ପ ମୋତି, ଗଜ ମୋତି,ମୀନ ମୋତି ଇତ୍ୟାଦି। କାହା ପାଇଁ କେଉଁ ମୋତି ଉପଯୁକ୍ତ ହେବ ତାହା କେବଳ ସେମାନେ କହିପାରିବେ।

ସେହିପରି କେଉଁ ଦିନ ବା ସମୟରେ ଏହାକୁ ଧାରଣ କଲେ ଶୁଭ ଫଳ ପ୍ରାପ୍ତି ହୁଏ ସେ ନେଇ ବି ନୀତିନିୟମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story