ବଢିଲା ତେଲ ଦର

ନୂଆଦିଲ୍ଲୀ: ବଢିଲା ତେଲ ଦର। ପେଟ୍ରୋଲ ଲିଟର ପ୍ରତି ୧ ଟଙ୍କା ୨୩ ପଇସା  ଏବଂ ଡିଜେଲ ଲିଟର ପ୍ରତି ୮୯ପଇସା ବୃଦ୍ଧି କରାଯାଇଛି।  ଏହି ନୂଆ ଦର ବୁଧବାର ମଧ୍ୟ ରାତ୍ରିରୁ ଲାଗୁ ହେବ। ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ  ଭାରତୀୟ ମୁଦ୍ରା ଏବଂ ଡଲାର ମୂଲ୍ୟର (ଏକ୍ସଚେଞ୍ଜ)ତଫାତ ଆସିବାରୁ ଏହି ଦର ବୃଦ୍ଧି ହୋଇଥିବା କୁହାଯାଉଛି।

oil-1

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 11:15 PM IST

Related story