ଅନ୍‌ଲାଇନ୍‌ରେ ମିଳିବ ପେଟ୍ରୋଲ ଓ ଡିଜେଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟେଲିକମ୍‌ ବଜାରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଏହାକୁ ଲକ୍ଷ୍ୟକରି ଆଇଟି ସହାୟତାରେ ଅନ୍‌ଲାଇନ୍‌ରେ ପେଟ୍ରୋଲ ଓ ଡିଜେଲ ଯୋଗାଇବାର ବ୍ୟବସ୍ଥା କରାଯାଉଛି। ଏଣିକି ଲୋକେ ଘରେ ବସି ପେଟ୍ରୋଲ ଓ ଡିଜେଲ ପାଇ ପାରିବେ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ଧର୍ମେନ୍ଦ୍ର ପ୍ରଧାନ। ଅନ୍‌ଲାଇନ୍‌ରେ ପେଟ୍ରୋଲ ଓ ଡିଜେଲ ମିଳିବା ନେଇ କୌଣସି ବିଧିବଦ୍ଧ ଭାବେ ବ୍ୟବସ୍ଥା କରାଯାଇ ନାହିଁ। ଏଥିପାଇଁ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ବ୍ୟବସ୍ଥା କରିପାରନ୍ତି।

Rakesh Mallick
  • Published: Wednesday, 27 September 2017
  • , Updated: 27 September 2017, 05:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟେଲିକମ୍‌ ବଜାରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଏହାକୁ ଲକ୍ଷ୍ୟକରି ଆଇଟି ସହାୟତାରେ ଅନ୍‌ଲାଇନ୍‌ରେ ପେଟ୍ରୋଲ ଓ ଡିଜେଲ ଯୋଗାଇବାର ବ୍ୟବସ୍ଥା କରାଯାଉଛି। ଏଣିକି ଲୋକେ ଘରେ ବସି ପେଟ୍ରୋଲ ଓ ଡିଜେଲ ପାଇ ପାରିବେ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ଧର୍ମେନ୍ଦ୍ର ପ୍ରଧାନ।

ଅନ୍‌ଲାଇନ୍‌ରେ ପେଟ୍ରୋଲ ଓ ଡିଜେଲ ମିଳିବା ନେଇ କୌଣସି ବିଧିବଦ୍ଧ ଭାବେ ବ୍ୟବସ୍ଥା କରାଯାଇ ନାହିଁ। ଏଥିପାଇଁ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ବ୍ୟବସ୍ଥା କରିପାରନ୍ତି।

Related story