୧୨ରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ; ୱେବସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଆସନ୍ତା ୧୨ ତାରିଖ ଦିନ ୧୧ରେ ପ୍ରକାଶ ପାଇବ। ପରୀକ୍ଷାଫଳ ସିଏଚ୍‌ଏସ୍‌ଇ ୱେବସାଇଟ୍‌ ତଥା www.chseodisha.nic.in ଓ www.odisharesult.nic.in ରେ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର। ଚଳିତବର୍ଷ ବିଜ୍ଞାନରେ ୯୦,୯୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

chse

Rakesh Mallick
  • Published: Friday, 05 May 2017
  • , Updated: 05 May 2017, 06:15 PM IST

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଆସନ୍ତା ୧୨ ତାରିଖ ଦିନ ୧୧ରେ ପ୍ରକାଶ ପାଇବ। ପରୀକ୍ଷାଫଳ ସିଏଚ୍‌ଏସ୍‌ଇ ୱେବସାଇଟ୍‌ ତଥା www.chseodisha.nic.inwww.odisharesult.nic.in ରେ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର।

ଚଳିତବର୍ଷ ବିଜ୍ଞାନରେ ୯୦,୯୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Related story