କଳାରେ କମି ଗଲା ପାସ୍‌ ହାର, ୬୮ ହଜାରରୁ ଅଧିକ ଫେଲ୍‌

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଏଥର କଳାରେ ୭୦.୧୭% ପ୍ରତିଶତ ପିଲା ପାସ୍ କରିଛନ୍ତି। ତେବେ ଗତ ବର୍ଷର ପାସ୍‌ ହାର ଠାରୁ ଏହା କମ୍। ଅର୍ଥାତ୍ ଗତଥର ଅପେକ୍ଷା ଏଥର କମ୍ ପିଲା ପାସ୍ କରିଛନ୍ତ। ଗତ ଥର ପାସ୍ ହାର ୭୧.୫୫% ଥିଲା। ଏଥର କଳାରେ ମୋଟ ୨,୪୨,୯୯୮ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧,୭୪,୨୩୭ ଜଣ ପାସ୍ କରିଛନ୍ତି। ଅର୍ଥାତ୍ […]

Exam

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 11:57 AM IST

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଏଥର କଳାରେ ୭୦.୧୭% ପ୍ରତିଶତ ପିଲା ପାସ୍ କରିଛନ୍ତି। ତେବେ ଗତ ବର୍ଷର ପାସ୍‌ ହାର ଠାରୁ ଏହା କମ୍। ଅର୍ଥାତ୍ ଗତଥର ଅପେକ୍ଷା ଏଥର କମ୍ ପିଲା ପାସ୍ କରିଛନ୍ତ। ଗତ ଥର ପାସ୍ ହାର ୭୧.୫୫% ଥିଲା।

ଏଥର କଳାରେ ମୋଟ ୨,୪୨,୯୯୮ ପିଲା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧,୭୪,୨୩୭ ଜଣ ପାସ୍ କରିଛନ୍ତି। ଅର୍ଥାତ୍ ୬୮,୭୬୧ ପିଲା ଫେଲ୍ ହୋଇଛି।

 

Related story