ଗାଡ଼ି ନୁହେଁ, ନମ୍ବର ପ୍ଲେଟ୍‌ର ମୂଲ୍ୟ ଏତିକି: ଶୁଣିଲେ ଉଡିଯିବ ହୋସ୍‌

ଦୁନିଆରେ ଏପରି ଅନେକ ଘଟଣା ଘଟିଥାଏ ଯାହା ସହଜରେ ବିଶ୍ୱାସ କରି ହୁଏ ନାହିଁ। ଆଜି ଆମେ ଏକ କଥା କହିବାକୁ ଯାଉଛୁ, ଯାହା ସମ୍ପୂର୍ଣ୍ଣ ସତ ହେଲେ ମଧ୍ୟ ବିଶ୍ୱାସ କରିହେବ ନାହିଁ।  ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବ୍ରିଟେନ୍‌ରେ ଏକ କାରର ନମ୍ବର ପ୍ଲେଟ୍‌ କିଣିବାକୁ ଲୋକେ କୋଟି କୋଟି ଟଙ୍କା ଯାଚୁଛନ୍ତି। ଏଥିରେ ସୁନା କି ହିରା ଲାଗିନାହିଁ, ମାତ୍ର ଏହାକୁ କିଣିବା ଲାଗି କ୍ରେତା ୧୩୨ କୋଟି ଦେବାକୁ ମଧ୍ୟ ପ୍ରସ୍ତୁତ। […]

Number-plate-660x440

Number-plate-660x440

Rakesh Mallick
  • Published: Thursday, 12 April 2018
  • Updated: 12 April 2018, 02:06 PM IST

Sports

Latest News

ଦୁନିଆରେ ଏପରି ଅନେକ ଘଟଣା ଘଟିଥାଏ ଯାହା ସହଜରେ ବିଶ୍ୱାସ କରି ହୁଏ ନାହିଁ। ଆଜି ଆମେ ଏକ କଥା କହିବାକୁ ଯାଉଛୁ, ଯାହା ସମ୍ପୂର୍ଣ୍ଣ ସତ ହେଲେ ମଧ୍ୟ ବିଶ୍ୱାସ କରିହେବ ନାହିଁ।  ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବ୍ରିଟେନ୍‌ରେ ଏକ କାରର ନମ୍ବର ପ୍ଲେଟ୍‌ କିଣିବାକୁ ଲୋକେ କୋଟି କୋଟି ଟଙ୍କା ଯାଚୁଛନ୍ତି। ଏଥିରେ ସୁନା କି ହିରା ଲାଗିନାହିଁ, ମାତ୍ର ଏହାକୁ କିଣିବା ଲାଗି କ୍ରେତା ୧୩୨ କୋଟି ଦେବାକୁ ମଧ୍ୟ ପ୍ରସ୍ତୁତ। ଏହା ଏକ ଲାଇସେନ୍ସ ପ୍ଲେଟ୍‌। ଏହି କାରର ନମ୍ବର ପ୍ଲେଟ୍‌ରେ f1 ଲେଖା ହୋଇଛି, ଯାହାକୁ କିଣିବା ଲାଗି ଲୋକେ ଧାଡି ଲଗାଉଛନ୍ତି।

Afzal-Kahn-F1ରିପୋର୍ଟ ମୁତାବକ, ବ୍ରିଟେନ୍‌ର ଅଫଜଲ ଖାନ୍‌ ନାମକ ବ୍ୟକ୍ତି f1ଭ୍ୟାନିଟି ବିକ୍ରି କରିବା ପାଇଁ ଅନ୍‌ଲାଇନ୍‌ ବିଜ୍ଞାପନ ଦେଇଥିଲେ। ଯାହାକୁ କିଣିବା ଲାଗି ଲୋକଙ୍କ ସୁଅ ଛୁଟୁଛି। ବର୍ତ୍ତମାନ ଏହି ନମ୍ବର ପ୍ଲେଟ୍‌ଟି ଅଫଜଲଙ୍କ Bugatti Veyron କାରରେ ଲାଗିଛି।

ଆପଣଙ୍କ ମନରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠୁଥିବ କି ଏହି କାରର ନମ୍ବର ପ୍ଲେଟ୍‌ରେ ଏମିତି କ’ଣ ଅଛି ଯାହାର ମୂଲ୍ୟ ଏତେ ଅଧିକ। ଏହାର କାରଣ f ଓ 1। ଏହାର ଅର୍ଥ ହେଉଛି formula1 । ସୂଚନା ମୁତାବକ, ଚଳିତବର୍ଷ ଅଫଜଲ ଏହି ନମ୍ବର ପ୍ଲେଟ୍‌ଟି ୧୦.୫୨ କୋଟିରେ କିଣିଥିଲେ। ଆପଣଙ୍କ ମନରେ ଏହା ମଧ୍ୟ ପ୍ରଶ୍ନ ଉଠୁଥିବ କି  ଗାଡ଼ି ମାଲିକ କିପରି ନମ୍ବର ପ୍ଲେଟ୍‌ର ମୂଲ୍ୟ ନିଷ୍ପତ୍ତି କରିପାରିବେ। ଗାଡିର ନମ୍ବର ନିଷ୍ପତ୍ତି କରିବା ଆର୍‌ଟିଓ ଅଫିସ୍‌ ହାତରେ ଥାଏ। ଏଠାକାର ଆଇନ୍‌ ହିଁ ଏପରି।

Afzal-Kahn-F1ବ୍ରିଟେନ୍‌ର ନାଗରିକ ନିଜ ଲାଇସେନ୍ସ ପ୍ଲେଟର ନିଜେ ମାଲିକ ହୋଇଥାନ୍ତି। ସେମାନେ ଚାହିଁଲେ ନିଜ ପ୍ଲେଟ୍‌ ବିକ୍ରି କରିପାରିବେ। ସବୁଠାରୁ ମହଙ୍ଗା ପ୍ଲେଟ୍‌ f1 ର ମୂଲ୍ୟ ୧୧୦ କୋଟି ରଖାଯାଇଥିଲା। କିନ୍ତୁ ୨୦ ପ୍ରତିଶତ ଭ୍ୟାଟ୍‌ ସହ ଏହାର ମୂଲ୍ୟ ୧୩୨ କୋଟି ହୋଇଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story