ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକରେ ଖାତା ଥିଲେ ଖୁବଶୀଘ୍ର ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସ୍‌ନାଲ୍ ରାଷ୍ଟ୍ରାୟାତ ବ୍ୟାଙ୍କ ଭଳି ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକରେ ଆକାଉଣ୍ଟ  ଥିଲେ ଖୁବ୍‌ ଶୀଘ୍ର ଆପଣଙ୍କୁ ଅନେକ ଗୁଡ଼ିଏ ସୁବିଧା ମିଳିବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରାଳୟ ସଚିବ ରାଜୀବ କୁମାର। ବୁଧବାର ଅର୍ଥମନ୍ତ୍ରୀ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ମଧ୍ୟରେ ବ୍ୟାଙ୍କଗୁଡ଼ିକର ଅବସ୍ଥା ସୁଧାରିବା ସହିତ ବ୍ୟାଙ୍କ ଯୋଗାଉଥିବା ସେବା ଗୁଡ଼ିକରେ ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ କେଉଁ ସବୁ […]

public sector bank

public sector bank

Rakesh Mallick
  • Published: Saturday, 27 January 2018
  • Updated: 27 January 2018, 07:02 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସ୍‌ନାଲ୍ ରାଷ୍ଟ୍ରାୟାତ ବ୍ୟାଙ୍କ ଭଳି ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡ଼ିକରେ ଆକାଉଣ୍ଟ  ଥିଲେ ଖୁବ୍‌ ଶୀଘ୍ର ଆପଣଙ୍କୁ ଅନେକ ଗୁଡ଼ିଏ ସୁବିଧା ମିଳିବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରାଳୟ ସଚିବ ରାଜୀବ କୁମାର। ବୁଧବାର ଅର୍ଥମନ୍ତ୍ରୀ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ମଧ୍ୟରେ ବ୍ୟାଙ୍କଗୁଡ଼ିକର ଅବସ୍ଥା ସୁଧାରିବା ସହିତ ବ୍ୟାଙ୍କ ଯୋଗାଉଥିବା ସେବା ଗୁଡ଼ିକରେ ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ କେଉଁ ସବୁ ସୁବିଧା ବ୍ୟାଙ୍କ ଯୋଗାଇ ଦେବେ ସେ ନେଇ ରାଜୀବ କୁମାର ଟ୍ୱିଟ୍‌ କରି ଜଣାଇଥିଲେ। କେତେକ ବ୍ୟାଙ୍କ ପୂର୍ବରୁ ଏହି ସେବା ଯୋଗାଉଥିଲେ ମଧ୍ୟ ଆଉ କେତେକ ବ୍ୟାଙ୍କ ଖୁବ୍‌ଶୀଘ୍ର ଏହି ସେବା ଆରମ୍ଭ କରିବେ। ଗ୍ରାହକଙ୍କୁ ମିଳିବାକୁ ଥିବା ଏହି ସେବା ଗୁଡ଼ିକ କ’ଣ ଆସନ୍ତୁ ଜାଣିବା।

ଘରେ ଥାଇ ଏହି ଯୋଜନାର ଲାଭ ଉଠାଇ ପାରିବେ: ଘରେ ବସି ଆପଣ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା କରିପାରିବେ। ଏଥିସହିତ ଜନଧନ ଖାତା ଧାରକ  ଓ ବେସିକ୍‌ ସେଭିଂ ବ୍ୟାଙ୍କ ଡିପୋଜିଟ୍‌ ଆକାଉଣ୍ଟଧାରୀଙ୍କୁ ୨.୨ ଲକ୍ଷ ଟଙ୍କା ବୀମା ଦିଆଯିବା ପାଇଁ ଅଭିଯାନ ଆରମ୍ଭ କରାଯିବ।

ମିଳିବ ହୋମ ବ୍ୟାଙ୍କିଙ୍ଗ୍ ସୁବିଧା: ଖୁବଶୀଘ୍ର ଘରେ ବସି ମୋବାଇଲ୍‌ ସହାଯ୍ୟରେ ବ୍ୟାଙ୍କରେ ଖାତା ଖୋଲି ପାରିବେ। ନୋମିନେସନ୍‌ ନେଇ ସବିଶେଷ ତଥ୍ୟ ଭରି ପାରିବେ। ଖାଲି ସେତିକ ନୁହଁ ମୋବାଇଲ୍‌ ମାଧ୍ୟମରେ ଆନ୍‌ଲାଇନ୍‌ ଲୋନ୍‌ ଆବେଦନ କରିପାରିବେ। ଏଥିପାଇଁ ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ ଗୁଡ଼ିକ ଅନ୍‌ଲାଇନ୍‌ ଲୋନ୍‌ ଆପ୍ଲିକେସନ୍‌ ସୁବିଧା ଯୋଗାଇ ଦେବେ। ବର୍ତ୍ତମାନ ଏହି ସୁବିଧା କେବଳ ପ୍ରାଇଭେଟ୍ ବ୍ୟାଙ୍କ ଗୁଡ଼ିକରେ ଉପଲବ୍ଧ ଅଛି।

ଦଶ ଦିନ ମଧ୍ୟରେ ମିଳିବ ଫେରସ୍ତ: ଅନଲାଇନ୍‌ ଟ୍ରାଞ୍ଜାକ୍‌ସନ ବେଳେ ଠକାମିରେ ଶିକାରେ ହେଲେ ବ୍ୟାଙ୍କକୁ ଅଭିଯୋଗ କରିପାରିବେ । ଯଦି ଆପଣଙ୍କ ଅଭିଯୋଗ ସତ ହୋଇଥାଏ ତା’ହେଲେ ଅଭିଯୋଗର ଦଶ ଦିନ ପରେ ଆପଣଙ୍କୁ ଆପଣଙ୍କ ଟଙ୍କା ଫେରସ୍ତ ମିଳିଯିବ।

ମୋବାଇଲ୍‌ ଏଟିଏମ୍‌ ବ୍ୟବସ୍ଥା: ଯେଉଁ ଜିଲ୍ଲା ଗୁଡ଼ିକରେ ବ୍ୟାଙ୍କ ସଂଖ୍ୟା କମ୍‌ ଅଛି ଖୁବଶୀଘ୍ର ସେଗୁଡ଼ିକୁ ବ୍ୟାଙ୍କ ସେବା ସହିତ ଯୋଡ଼ି ଦିଆଯିବ। ଏଥିସହିତ ମୋବାଇଲ୍‌ ଏଟିଏମ୍‌ ସୁବିଧା ଯୋଗାଇ ଦିଆଯିବ। ମୋବାଇଲ୍‌ ଆପ୍‌ ଓ ୱେବ୍‌ସାଇଟ୍‌ ମାଧ୍ୟମରେ ପୁଞ୍ଜି ବଢ଼ାଇବା ପାଇଁ କାର୍ଯ୍ୟ କରାଯିବ।

କମିବ ବ୍ୟାଙ୍କର ଫର୍ମ ପେଜ୍‌ ସଂଖ୍ୟା: ବ୍ୟାଙ୍କ ଖାତା ଖୋଲିବା ପାଇଁ  ଆବଶ୍ୟକ ହେଉଥିବା ଫର୍ମରେ କେବଳ ମାତ୍ର ଦୁଇଟି ପୃଷ୍ଠା ରହିବ। ଦୁଇ ପୃଷ୍ଠା ବିଶିଷ୍ଟ ଫର୍ମ ପୂରଣ କରି ଗ୍ରାହକ ଆକାଉଣ୍ଟ ଖୋଲିପାରିବେ।

୫ କିମି ମଧ୍ୟରେ ଉପଲବ୍ଧ ହେବ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା: ପ୍ରତି ଗାଁରେ ୫ କିମି ବ୍ୟବଧାନରେ ସରକାରୀ ବ୍ୟାଙ୍କ ଗୁଡ଼ିକ ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଓ ଅନ୍ୟ ସରକାରୀ ଯୋଜନାର ପରିଶର ବୃଦ୍ଧି କରାଯିବ।

କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସୁବିଧା: ସରକାରଙ୍କ ତରଫରୁ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସହଜରେ ଋଣ ନେବା ପାଇଁ ସମସ୍ତ ସୁବିଧା ସୁଯୋଗାଇ ଯୋଗାଇ ଦିଆଯିବ। ଏଥିପାଇଁ ସେମାନେ ଅନ୍‌ଲାଇନ୍‌ ଲୋନ୍ ଆପ୍ଲିକେସନ୍‌ ମଧ୍ୟ ଦେଇ ପାରିବେ। ଏଥିସହିତ ମୁଦ୍ରା ବ୍ୟାଙ୍କ ଓ ଷ୍ଟାଣ୍ଡ ଅଫ୍‌ ଇଣ୍ଡିଆ ଯୋଜନାକୁ ପ୍ରତ୍ସାହନ ଦିଆଯିବ।

ବ୍ୟାଙ୍କ୍‌ ଆକାଉଣ୍ଟରେ ମିଳିବ ଉନ୍ନତ ସୁବିଧା: ସମସ୍ତ ବ୍ୟାଙ୍କ ନିଜର ଆଉଟଲେଟ୍‌ସ ଉପରେ ଜି.ଆଇ.ଏସ୍‌ ଆଧାରିତ ମ୍ୟାପିଂ ପ୍ରମାଳୀ ଉପରେ ନଜର ରଖିବେ। ଏହାଦ୍ୱାରା ସମସ୍ତ ଲୋକଙ୍କୁ ଉନ୍ନତ ସୁବିଧା ମିଳିବ।

ଟଙ୍କା ସୁରକ୍ଷିତ ରହିବ: ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ ଗୁଡ଼ିକର ତଦାରଖ କରିବା ସରକାରଙ୍କ ଦାୟିତ୍ୱ। ଏଥିପାଇଁ ଏହି ବ୍ୟାଙ୍କ ଗୁଡ଼ିକରେ ଆକାଉଣ୍ଟ ଥିଲେ ଆପଣଙ୍କ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। ଏଥିପାଇଁ କାହାକୁ ଡରିବା ଆବଶ୍ୟକ ନାହିଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story