ପୁରୀ: ଆଶ୍ରମରୁ ମିଳିଲା ୨୭ଟି ଖପୁରୀ, ମନୁବାବା ଅଟକ

ପୁରୀ: ପୁରୀ ସିଦ୍ଧମହାବୀର ପାଟଣାରେ ଥିବା ଏକ ଆଶ୍ରମରେ ଚଢ଼ାଉ କରି କୁମ୍ଭାରପଡ଼ା ପୋଲିସ୍ କିଛି ମଣିଷ ଖପୁରୀ ସହିତ ୨୭ଟି ଖପୁରୀ ଜବତ୍ କରିଛି। ଆଶ୍ରମରେ ଖପୁରୀ ରଖି ତନ୍ତ୍ରସାଧନା କରାଯାଉଥିବା ନେଇ ଅଭିଯୋଗ ପରେ ପୋଲିସ୍ ଏଭଳି ପଦକ୍ଷେପ ନେଇଛି। ଘଟଣାରେ ପୋଲିସ୍ ଆଶ୍ରମର ମୁଖ୍ୟ ଇଂଜିନିୟର ମନୋରଂଜନ ଜେନା ଓରଫ ମନୁବାବାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଶ୍ରମ ଭିତରେ ଏହିସବୁ ଖପୁରୀକୁ କାହିଁକି ରଖାଯାଇଥିଲା, କଣ କରାଯାଉଥିଲା, ପୋଲିସ୍ ଏବେ ଏସବୁର […]

puri

puri

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 02:28 AM IST

Sports

Latest News

[caption id="attachment_29933" align="alignleft" width="271"]puri ଇଂଜିନିୟର ମନୋରଂଜନ ଜେନା ଓରଫ ମନୁବାବା[/caption]

ପୁରୀ: ପୁରୀ ସିଦ୍ଧମହାବୀର ପାଟଣାରେ ଥିବା ଏକ ଆଶ୍ରମରେ ଚଢ଼ାଉ କରି କୁମ୍ଭାରପଡ଼ା ପୋଲିସ୍ କିଛି ମଣିଷ ଖପୁରୀ ସହିତ ୨୭ଟି ଖପୁରୀ ଜବତ୍ କରିଛି। ଆଶ୍ରମରେ ଖପୁରୀ ରଖି ତନ୍ତ୍ରସାଧନା କରାଯାଉଥିବା ନେଇ ଅଭିଯୋଗ ପରେ ପୋଲିସ୍ ଏଭଳି ପଦକ୍ଷେପ ନେଇଛି। ଘଟଣାରେ ପୋଲିସ୍ ଆଶ୍ରମର ମୁଖ୍ୟ ଇଂଜିନିୟର ମନୋରଂଜନ ଜେନା ଓରଫ ମନୁବାବାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଶ୍ରମ ଭିତରେ ଏହିସବୁ ଖପୁରୀକୁ କାହିଁକି ରଖାଯାଇଥିଲା, କଣ କରାଯାଉଥିଲା, ପୋଲିସ୍ ଏବେ ଏସବୁର ତଦନ୍ତ କରୁଛି। ତେବେ ଆଶ୍ରମ ମୁଖ୍ୟ ମନୁବାବା ଏହା ଏକ ମୋଟିଭେସ୍ନାଲ୍ ସେଣ୍ଟର ଏବଂ ଏଠାରେ ମଣିଷ ମନରୁ ଭୟ ଦୂର ପାଇଁ ଶିକ୍ଷା ଦିଆଯାଏ ବୋଲି କହିଛନ୍ତି। ଏସବୁ ଖପୁରୀ ଭିତରେ ସତସତିକା ମଣିଷ ଖପୁରୀ ସହ କିଛି ପ୍ଲାଷ୍ଟିକ୍ ଖପୁରୀ ଥିବା ସେ ସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story