[caption id="attachment_29933" align="alignleft" width="271"] ଇଂଜିନିୟର ମନୋରଂଜନ ଜେନା ଓରଫ ମନୁବାବା[/caption]
ପୁରୀ: ପୁରୀ ସିଦ୍ଧମହାବୀର ପାଟଣାରେ ଥିବା ଏକ ଆଶ୍ରମରେ ଚଢ଼ାଉ କରି କୁମ୍ଭାରପଡ଼ା ପୋଲିସ୍ କିଛି ମଣିଷ ଖପୁରୀ ସହିତ ୨୭ଟି ଖପୁରୀ ଜବତ୍ କରିଛି। ଆଶ୍ରମରେ ଖପୁରୀ ରଖି ତନ୍ତ୍ରସାଧନା କରାଯାଉଥିବା ନେଇ ଅଭିଯୋଗ ପରେ ପୋଲିସ୍ ଏଭଳି ପଦକ୍ଷେପ ନେଇଛି। ଘଟଣାରେ ପୋଲିସ୍ ଆଶ୍ରମର ମୁଖ୍ୟ ଇଂଜିନିୟର ମନୋରଂଜନ ଜେନା ଓରଫ ମନୁବାବାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଶ୍ରମ ଭିତରେ ଏହିସବୁ ଖପୁରୀକୁ କାହିଁକି ରଖାଯାଇଥିଲା, କଣ କରାଯାଉଥିଲା, ପୋଲିସ୍ ଏବେ ଏସବୁର ତଦନ୍ତ କରୁଛି। ତେବେ ଆଶ୍ରମ ମୁଖ୍ୟ ମନୁବାବା ଏହା ଏକ ମୋଟିଭେସ୍ନାଲ୍ ସେଣ୍ଟର ଏବଂ ଏଠାରେ ମଣିଷ ମନରୁ ଭୟ ଦୂର ପାଇଁ ଶିକ୍ଷା ଦିଆଯାଏ ବୋଲି କହିଛନ୍ତି। ଏସବୁ ଖପୁରୀ ଭିତରେ ସତସତିକା ମଣିଷ ଖପୁରୀ ସହ କିଛି ପ୍ଲାଷ୍ଟିକ୍ ଖପୁରୀ ଥିବା ସେ ସ୍ୱୀକାର କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୬ ମାସ ହେଲା କଲବଲ କରୁଛନ୍ତି ପିମ୍ପୁଡ଼ି, ଅତିଷ୍ଠ ହେଲେଣି ଗ୍ରାମବାସୀ
ଗାଁରେ ଖେଳି ଯାଇଛି ପିମ୍ପୁଡି ଆତଙ୍କ । ୬ ମାସ ହେଲା କଲବଲ କରୁଛନ୍ତି । ବଞ୍ଚିବାକୁ ଦେଉ ନାହାନ୍ତି। ପିମ୍ପୁଡ଼ି ଦାଉରେ ଅତିଷ୍ଠ ହୋଇପଡ଼ିଲେଣି ଲୋକେ । ନା ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି।
Crime
ନବଜାତକୁ ୨୦ ହଜାର ଟଙ୍କାରେ ପର ହାତକୁ ଟେକି ଦେଇଥିଲେ ବାପାମା’; ଆନ୍ଧ୍ରରୁ ଉଦ୍ଧାର
ପିଲାଟି ଜନ୍ମ ହେବାର ୯ ଦିନ ପରେ ନିଜର ନବଜାତ ଶିଶୁଟିକୁ ଅନ୍ୟ ହାତକୁ ଟେକି ଦେଇଥିଲେ ବାପାମା’।
Miscellaneous
ଖୋଲିଲା ଧାନ ମଣ୍ଡି, ମନ୍ତ୍ରୀ କହିଲେ- ଚାଷୀଙ୍କ ପାଇଁ ଆଜି ଉତ୍ସବର ଦିନ
ଚଳିତ ବର୍ଷ ମୋହନ ମାଝୀ ସରକାର ଅମଳରେ କଟନୀ ଛଟନୀ ସମସ୍ୟା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୱିଣ୍ଟାଲ ପ୍ରତି ଚାଷୀ ୩୧ ଶହ ଟଙ୍କା ପାଇବେ । ଏଥିସହ ଧାନର କଳାବଜାରୀ ରୋକିବାକୁ ସୀମା ସିଲ୍ କରାଯିବ ।
Crime
୨୫ ଲକ୍ଷର ଅଳଙ୍କାର ଧରି ଫେରୁଥିଲେ ବାପପୁଅ, ଭୁଜାଲି ଦେଖାଇଲେ ଲୁଟେରା
ଦୋକାନୀ ବାପପୁଅ ୨୫ ଲକ୍ଷ ଟଙ୍କାର ଅଳଙ୍କାର ଧରି ଘରକୁ ଫେରୁଥିବା ବେଳେ ବନ୍ଧୁକ, ଭୁଜାଲି ଦେଖାଇ ଲୁଟିନେଲେ ୬ ଲୁଟେରା।
Crime
କଟକରେ ଲଜ୍ଜା; ୮ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ଏହି ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ବାରଙ୍ଗ ପୁଲିସ ତ୍ରିଶୁଳିଆ ଅଞ୍ଚଳରୁ ତାଙ୍କୁ ଗିରଫ କରିଛି।