ଓଲଟିଲା ପୁରୀ-ହରିଦ୍ୱାର ଉତ୍କଳ ଏକ୍ସପ୍ରେସ୍‌ : ୧୨ରୁ ଅଧିକ ଆହତ, ୬ ବଗି ଲାଇନ୍‌ଚ୍ୟୁତ

Ordigital Desk
  • Published: Saturday, 19 August 2017
  • , Updated: 19 August 2017, 06:47 PM IST
<p>ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଲାଇନ୍&zwnj;ଚ୍ୟୁତ୍ ହେଲା ପୁରୀ-ଉତ୍କଳ ଏକ୍ସପ୍ରେସ। ଉତ୍ତରପ୍ରଦେଶର ମୁଜାଫରନଗର ଖତୈଲିରେ &nbsp;ଦୁର୍ଘଟଣାଗସ୍ତ ହୋଇଥିବା ଏହି ଏକ୍ସେପ୍ରେସ୍&zwnj;ରୁ ୬ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଛନ୍ତି। ଏମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ୧୮୪୭୭ ନମ୍ବର ବିଶିଷ୍ଟ ପୁରୀ-ହରିଦ୍ବାର-ଉତ୍କଳ ଏକ୍ସେପ୍ରେସ୍&zwnj; ପୁରୀରୁ ହରିଦ୍ବାର ଯାଉଥିବା ବେଳେ ଶନିବାର ସନ୍ଧ୍ୟା ୫ଟା ୪୬ରେ ଏହି ଦୁର୍ଘଟଣା ଘଟିଛି। &nbsp;ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଜଣାପଡ଼ି ନାହିଁ। ସେହିପରି ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ । ଘଟଣାସ୍ଥଳରେ ୟୁପି ଏଟିଏସ୍ ପହଞ୍ଚି ଥିବା ଜଣାପଡ଼ିଛି। ଗତ ୧୭ ତାରିଖ ରାତିରେ ପୁରୀରୁ ଏହି ଟ୍ରେନ୍&zwnj; ଛାଡ଼ିଥିଲା।</p>

Related story