ରେଳ ବଜେଟ୍‌ରେ ଓଡ଼ିଶାକୁ ୫୧୦୨ କୋଟି

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ସାଧାରଣ ବଜେଟ୍‌ ଓ ରେଳ ବଜେଟ୍‌ ମିଳିତ ଭାବେ ଆସିଛି। ରେଳ ବଜେଟ୍‌ରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୫୧୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ରେଳ ବଜେଟ୍‌ରେ ରାଜ୍ୟକୁ ୪୬୮୨ କୋଟି ଟଙ୍କା ମିଳିଥିଲା। ଚଳିତ ଆର୍ଥିକ ବର୍ଷରେ ରେଳବାଇ ପାଇଁ ୧.୩୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

indian-railway

Rakesh Mallick
  • Published: Wednesday, 01 February 2017
  • , Updated: 01 February 2017, 02:49 PM IST

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ସାଧାରଣ ବଜେଟ୍‌ ଓ ରେଳ ବଜେଟ୍‌ ମିଳିତ ଭାବେ ଆସିଛି। ରେଳ ବଜେଟ୍‌ରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ୫୧୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗତ ରେଳ ବଜେଟ୍‌ରେ ରାଜ୍ୟକୁ ୪୬୮୨ କୋଟି ଟଙ୍କା ମିଳିଥିଲା।

ଚଳିତ ଆର୍ଥିକ ବର୍ଷରେ ରେଳବାଇ ପାଇଁ ୧.୩୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Related story