ଛାତ୍ରୀଙ୍କ ଚୁଟି କାଟି ଦେଲେ ସହପାଠିନୀ: ଘରୋଇ ନର୍ସିଂ ସ୍କୁଲରେ ରାଗିଂ ଅଭିଯୋଗ

Ordigital Desk
  • Published: Sunday, 30 July 2017
  • , Updated: 30 July 2017, 06:54 PM IST
<p>[vc_video link=&quot;&quot; align=&quot;center&quot;]</p> <p>ସମ୍ବଲପୁର: ସମ୍ବଲପୁରରେ ଏକ ଘରୋଇ ନର୍ସିଂ ସ୍କୁଲରେ ଜଣେ ଛାତ୍ରୀରାଗିଂର ଶିକାର ହୋଇଛନ୍ତି। ଜଣେ ସହପାଠିନୀ ତାଙ୍କ ଚୁଟି କାଟି ଦେଇଥିବା ଛାତ୍ରୀ ଜଣଙ୍କ ଧନୁପାଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।</p>

Related story