୧୪ ଡିସେମ୍ବର, ଗୁରୁବାର: ଜାଣନ୍ତୁ କେଉଁମାନେ ସାବଧାନତା ଅବଲମ୍ବନ କରିବେ

ମେଷ: ଧର୍ମପତ୍ନୀଙ୍କ ସହଯୋଗ ପାଇବା ସହିତ ପରିବାରିକ ସମସ୍ୟା ଦୂର ହେବ। ବ୍ୟବସାୟରେ ଅସୁବିଧା ହେବ ନାହିଁ। ବୃଷ: ଆଜି ଦିନରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବା ସହିତ ଧନପ୍ରାପ୍ତିର ଯୋଗ ଅଛି। ସମ୍ପତ୍ତି ଓ ଜମିଜମା କାର୍ଯ୍ୟରେ ଲାଭ ପାଇବେ। ମିଥୁନ: ଆଜିର ଦିନରେ ଭଲରେ କଟିବ। ସୃଜନଶୀଳତାରେ ସଫଳ ହେବେ। ସ୍ୱାଦିଷ୍ଟ ଭୋଜନ କରିପାରନ୍ତି। କୌଣସି କାର୍ଯ୍ୟ କଲେ ତରତର ନହୋଇ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍କଟ: […]

zodaic

zodaic

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 07:42 AM IST

Sports

Latest News

ମେଷ: ଧର୍ମପତ୍ନୀଙ୍କ ସହଯୋଗ ପାଇବା ସହିତ ପରିବାରିକ ସମସ୍ୟା ଦୂର ହେବ। ବ୍ୟବସାୟରେ ଅସୁବିଧା ହେବ ନାହିଁ।

ବୃଷ: ଆଜି ଦିନରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବା ସହିତ ଧନପ୍ରାପ୍ତିର ଯୋଗ ଅଛି। ସମ୍ପତ୍ତି ଓ ଜମିଜମା କାର୍ଯ୍ୟରେ ଲାଭ ପାଇବେ।

ମିଥୁନ: ଆଜିର ଦିନରେ ଭଲରେ କଟିବ। ସୃଜନଶୀଳତାରେ ସଫଳ ହେବେ। ସ୍ୱାଦିଷ୍ଟ ଭୋଜନ କରିପାରନ୍ତି। କୌଣସି କାର୍ଯ୍ୟ କଲେ ତରତର ନହୋଇ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ସମସ୍ୟା ବହୁଳ ରହିବ। ଶୋକ ସମ୍ବାଦ ମିଳିବା ସହିତ ପରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିବ।ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ। ତରତର ହୋଇ କୌଣସି କାମ କରନ୍ତୁ ନାହିଁ।

ସିଂହ: ପରିଶ୍ରମର ଫଳ ମିଳିବ। ଚାକିରି କ୍ଷେତ୍ରରେ ଶୁଭ ଫଳ ମିଳିବା ସହିତ ପ୍ରତିଷ୍ଠା ବୃଦ୍ଧି ପାଇବ। ପୁଞ୍ଜିନିବେଶରେ କିମ୍ବା ଦୂରଯାତ୍ରାରେ ସଫଳ ହେବେ। ସାମାନ୍ୟ କ୍ଲାନ୍ତ ଅନୁଭବ କରିପାରନ୍ତି।

କନ୍ୟା: ଗୁରୁଜନଙ୍କ ସହଯୋଗ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ଉତ୍ସାହ ପ୍ରଦ ସୂଚନା ପାଇପରନ୍ତି। ବିବାଦରୁ ଦୂରେଇ ରୁହନ୍ତୁ।

ତୁଳା: ଆଜି ଆପଣଙ୍କୁ ଉପହାର ପ୍ରାପ୍ତି ହୋଇପାରେ। ଚାକିରି, ପୁଞ୍ଜି ନିବେଶ ଓ ଦୂରଯାତ୍ରା ପାଇଁ ଦିନଟି ଶୁଭ। ସ୍ୱାସ୍ଥ୍ୟର ଧ୍ୟାନ ନିଅନ୍ତୁ।

ବିଚ୍ଛା: ଖର୍ଚ୍ଚ ବଢ଼ିବ। କଥା କହିଲା ବେଳେ ସଞ୍ଜମତା ରକ୍ଷା କରନ୍ତୁ ନହେଲେ ଅସୁବିଧାରେ ପଡ଼ିପାରନ୍ତି। ଭାରି କାମ କରନ୍ତୁ ନାହିଁ। ଶତ୍ରୁ ସକ୍ରିୟ ହୋଇପାରନ୍ତି।

ଧନୁ: ଯାହାକୁ ପଇସା ଦେଇଛନ୍ତି ଆଣିବାକୁ ଚେଷ୍ଟା କରନ୍ତୁ ମିଳିଯାଇପାରେ। ବ୍ୟବସାୟ ପାଇଁ ଆଜି ଦିନଟି ଅନୁକୂଳ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ସାମାନ୍ୟ କ୍ଲାନ୍ତ ରହିବା ସହ ମନରେ ଉଦ୍‌ବେଗ ସୃଷ୍ଟି ହୋଇପାରେ।

ମକର: ପୂର୍ବ ଯୋଜନାରେ ସଫଳତା ପାଇବେ। ତରତର ହୁଅନ୍ତୁ ନାହିଁ। ବିପଦପ୍ରବଣ କାର୍ଯ୍ୟରୁ ବିରତ ରୁହନ୍ତୁ, କ୍ଷତି ହୋଇପାରେ।।

କୁମ୍ଭ: ଈଶ୍ୱରଙ୍କ ଉପାସନାରେ ମନ ଦିଅନ୍ତୁ। ତରତର ହୁଅନ୍ତୁ ନାହଁ କି ଦୁଃଖ କରନ୍ତୁ ନାହିଁ।

ମୀନ: ଯାନବାହାନ କିମ୍ବା ଯନ୍ତ୍ରପାତି କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ। ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story