ଗୁରୁଜନଙ୍କୁ ନମସ୍କାର କେବଳ ସମ୍ମାନ ନୁହେଁ: ଜାଣନ୍ତୁ କ’ଣ ରହିଛି କାରଣ ?

ଭାରତୀୟ ସମାଜରେ କୌଣସି ପରିଚିତ, ଗୁରୁଜନ, ସଂପର୍କୀୟ ଦେଖା ହେଲେ ହାତଯୋଡି ନମସ୍କାର କରିବାର ପରମ୍ପରା ରହିଛି। ଦେଶରେ ଲୋକେ ଦେଖାହେଲେ ପରସ୍ପରକୁ କାନ୍ଧ ମିଳାଇ ହାଲୋ କହିଥାନ୍ତି। ଆପଣ କେବେ ଭାବିଛନ୍ତି କି କେହି ପରିଚିତ ଭେଟ ହେଲା ପରେ ନମସ୍କାର କରିବା ପଛରେ କାରଣ କ’ଣ ହୋଇପାରେ ? ନମସ୍କାର କରିବା ପଛରେ  ଧାର୍ମିକ ଭାବନା ସହିତ ବୌଜ୍ଞାନିକ କାରଣ ମଧ୍ୟ ରହିଛି। ଆସନ୍ତୁ ଜାଣିବା ହାତ ଯୋଡି ନମସ୍କାର କରିବା ଦ୍ୱାରା ଶରୀର […]

namaste

namaste

Rakesh Mallick
  • Published: Tuesday, 02 January 2018
  • Updated: 02 January 2018, 08:44 AM IST

Sports

Latest News

ଭାରତୀୟ ସମାଜରେ କୌଣସି ପରିଚିତ, ଗୁରୁଜନ, ସଂପର୍କୀୟ ଦେଖା ହେଲେ ହାତଯୋଡି ନମସ୍କାର କରିବାର ପରମ୍ପରା ରହିଛି। ଦେଶରେ ଲୋକେ ଦେଖାହେଲେ ପରସ୍ପରକୁ କାନ୍ଧ ମିଳାଇ ହାଲୋ କହିଥାନ୍ତି। ଆପଣ କେବେ ଭାବିଛନ୍ତି କି କେହି ପରିଚିତ ଭେଟ ହେଲା ପରେ ନମସ୍କାର କରିବା ପଛରେ କାରଣ କ'ଣ ହୋଇପାରେ ? ନମସ୍କାର କରିବା ପଛରେ  ଧାର୍ମିକ ଭାବନା ସହିତ ବୌଜ୍ଞାନିକ କାରଣ ମଧ୍ୟ ରହିଛି। ଆସନ୍ତୁ ଜାଣିବା ହାତ ଯୋଡି ନମସ୍କାର କରିବା ଦ୍ୱାରା ଶରୀର ଉପରେ କି ପ୍ରଭାବ ପଡିଥାଏ ?

ଆଙ୍ଗୁଠିର ଶିରା କାନ, ଆଖି ଓ ମସ୍ତିଷ୍କର ସ୍ନାୟୁ ସହ ସଂଯୋଗ ହୋଇ ରହିଛି। ଏହାଦ୍ୱାରା  ସ୍ମରଣ ଶକ୍ତି ତୀକ୍ଷ୍ମ ହୋଇଥାଏ। ବୈଜ୍ଞାନିକ ମତ ଅନୁଯାୟୀ ଦୁଇ ହାତ ଯୋଡିବା ଦ୍ୱାରା ଆଙ୍ଗୁଠିର ଶିର ଉପରେ ଚାପ ପଡିଥାଏ। ହାତ ପରସ୍ପର ସଂସ୍ପର୍ଶରେ ଆସିବା ଫଳରେ ହାତର ପ୍ରେସର ପଏଣ୍ଟ୍‌ ଆକ୍ଟିଭ୍‌ ହୋଇଯାଏ। ସେହି କାରଣରୁ ସମ୍ମୁଖରେ ଥିବା ବ୍ୟକ୍ତିକୁ ହାତ ଯୋଡିବା ସମୟରେ ସେ ବ୍ୟକ୍ତିକୁ ଅଧିକ ସମୟ ପର୍ଯ୍ୟନ୍ତ ଆମେ ମନେ ରଖିପାରୁ।

ଏହାଛଡା ହାତକୁ ହୃଦୟ ନିକଟ ଛାତି ମଧ୍ୟରେ ଥିବା ଅନହନ ଚକ୍ର ପାଖକୁ ନବା ସମୟରେ ଆପଣଙ୍କ ମଧ୍ୟରେ ଥିବା ସକାରାତ୍ମକ ଶକ୍ତି ସାମ୍ନାରେ ଥିବା ବ୍ୟକ୍ତିକୁ ପହଞ୍ଚିଥାଏ। ଯୋଗ ମୁଦ୍ରା ଯେପରି ବୃକ୍ଷାସନ, ବୀରଭଦ୍ରାସନ, ଯୋଗରେ ନମସ୍କାର କରାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story