ଏହି ବୟସରେ ବିବାହ କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ

ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ।  ବିବାହ ପାଇଁ ଯୁବକ ଓ ଯୁବତୀଙ୍କ ପାଇଁ  ନିର୍ଦ୍ଦିଷ୍ଟ ବୟସ ସୀମା ରହିଛି। ତେବେ ଆମ ସମାଜରେ  କେତେକ ଯୁବକ ଯୁବତୀ ଶୀଘ୍ର ବିବାହ କରୁଥିବା ବେଳେ ଆଉ କେତେକ ବିଳମ୍ବରେ ବିବାହ କରିଥାନ୍ତି। କିନ୍ତୁ  ୨୯ ବର୍ଷରେ ଯୁବକ ଯୁବତୀ ପାଇଁ   ବିବାହ କରିବାର ଉଚିତ୍‌ ସମୟ ବୋଲି ସର୍ଭେରୁ ଜଣାପଡ଼ିଛି। କେତେକ ଯୁବକ ଯୁବତୀ ୨୦ରୁ ୩୦ ବର୍ଷ ବୟସରେ ବିବାହ କରୁଥିବା ବେଳେ […]

p-11

p-11

Rakesh Mallick
  • Published: Thursday, 15 February 2018
  • Updated: 15 February 2018, 03:42 PM IST

Sports

Latest News

ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ।  ବିବାହ ପାଇଁ ଯୁବକ ଓ ଯୁବତୀଙ୍କ ପାଇଁ  ନିର୍ଦ୍ଦିଷ୍ଟ ବୟସ ସୀମା ରହିଛି। ତେବେ ଆମ ସମାଜରେ  କେତେକ ଯୁବକ ଯୁବତୀ ଶୀଘ୍ର ବିବାହ କରୁଥିବା ବେଳେ ଆଉ କେତେକ ବିଳମ୍ବରେ ବିବାହ କରିଥାନ୍ତି। କିନ୍ତୁ  ୨୯ ବର୍ଷରେ ଯୁବକ ଯୁବତୀ ପାଇଁ   ବିବାହ କରିବାର ଉଚିତ୍‌ ସମୟ ବୋଲି ସର୍ଭେରୁ ଜଣାପଡ଼ିଛି।

କେତେକ ଯୁବକ ଯୁବତୀ ୨୦ରୁ ୩୦ ବର୍ଷ ବୟସରେ ବିବାହ କରୁଥିବା ବେଳେ ଆଉ ୩୦ରୁ ୪୦ ବର୍ଷ ବୟସ ମଧ୍ୟରେ ବିବାହ କରିଥାନ୍ତି। ଆସନ୍ତୁ ଜାଣିବା ୨୦ରୁ ୩୦ ଓ ୩୦ରୁ ୪୦ ବର୍ଷ ମଧ୍ୟରେ ବିବାହ କଲେ କ’ଣ ଫାଇଦା ମିଳିଥାଏ ।୨୦ରୁ ୩୦ ବର୍ଷ ମଧ୍ୟରେ ବିବାହ: ମୁଖ୍ୟତଃ ୨୦ରୁ ୩୦ ବର୍ଷ ବୟସରେ ବିବାହ କରିବା ସବୁ ଦୃଷ୍ଟିକୋଣରୁ ଶୁଭ ବିବେଚନା କରାଯାଏ। ଏହି ବୟସରେ  ଦୁହେଁ ଦୁହିଁଙ୍କୁ ଜାଣିବା ଓ ବୁଝିବାରେ ଉଚିତ୍‌ ସମୟ। ଏହି ବୟସରେ ଯୌବନକୁ ଉପଭୋଗ କରିବାର ଉପଯୁକ୍ତ ସମୟ ହୋଇଥାଏ। ଏହି ବୟସରେ ଉଭୟ ନିଜର କ୍ୟାରିୟରକୁ ନେଇ ସ୍ୱପ୍ନ ଦେଖିଥାନ୍ତି। ଯାହାକୁ ସେମାନେ ପୂରଣ କରିପାରିବେ। ଏହି ବୟସରେ ପିଲା ଛୁଆ ହେଲେ ତାଙ୍କ ସହ  ମଜା ମସ୍ତି କରିପାରିବେ। ଆପଣଙ୍କ ଛୁଆଙ୍କ ବିବାହ ବୟସ ହେଲାବେଳକୁ ଆପଣଙ୍କୁ ପ୍ରାୟ ୫୦ ବର୍ଷ ହୋଇଥିବ।

୩୦ରୁ ୪୦ ବୟସ ମଧ୍ୟରେ: ୩୦ରୁ ୪୦ ବୟସ ମଧ୍ୟରେ ବିବାହ କରିବା ଯୁବକ ଯୁବତୀଙ୍କ ଭଲ।  ଏହି ବୟସରେ  ସମାଜରେ  ପ୍ରତ୍ୟେକ କଥାକୁ ବୁଝିବାର ସମୟ ହୋଇଯାଇଥାଏ। ଦୁହେଁ ଦୁହିଁଙ୍କୁ ବୁଝିବାରେ ତ୍ରୁଟି ରହି ନ ଥାଏ। ଦୁହେଁ ଦୁହିଁଙ୍କୁ ସମାନ ଦୃଷ୍ଟିରେ ଦେଖିଥାନ୍ତି। ସର୍ଭେରୁ ଜଣାପଡ଼ିଛି ଯେ ଏହି ବୟସରେ ବିବାହ କଲେ  ଛାଡ଼ ପତ୍ର କମ୍‌ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story