ବୋଲେରୋକୁ ଧକ୍କା ଦେଲା ଟ୍ରକ୍, ୪ଜଣଙ୍କ ପ୍ରାଣ ଗଲା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ୫୫ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୨ ଜଣ ଆହତ ହୋଇଛନ୍ତି। ନାଧରା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ଦେବଗଡ଼ ଜିଲ୍ଲା ଲାଣ୍ଡିଝରର ଗୋଟିଏ ପରିବାରର ସଦସ୍ୟ ବୋଲି ସୂଚନା ମିଳିଛି। ଏମାନେ ଏକ ବୋଲେରୋରେ ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଢେଙ୍କାନାଳ ଏବଂ ହିନ୍ଦୋଳ ରୋଡ଼ ମେଡିକାଲରେ […]

accident

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 02:29 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ୫୫ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୨ ଜଣ ଆହତ ହୋଇଛନ୍ତି। ନାଧରା ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ଦେବଗଡ଼ ଜିଲ୍ଲା ଲାଣ୍ଡିଝରର ଗୋଟିଏ ପରିବାରର ସଦସ୍ୟ ବୋଲି ସୂଚନା ମିଳିଛି।

ଏମାନେ ଏକ ବୋଲେରୋରେ ଯାଉଥିବା ବେଳେ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଢେଙ୍କାନାଳ ଏବଂ ହିନ୍ଦୋଳ ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

 

 

Related story