ରସଗୋଲାକୁ ନେଇ ବିବାଦ: ଜିଆଇ ମାନ୍ୟତା ପାଇଁ ମୁହାଁମୁହିଁ ଓଡିଶା ଓ ପଶ୍ଚିମବଙ୍ଗ

ଭୁବନେଶ୍ୱର: ରସଗୋଲାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଟଣାଓଟରା ଚାଲିଛି। ଜିଓଗ୍ରାଫିକାଲ ଇଣ୍ଡିକେସନ୍ ତଥା ଜିଆଇ ମାନ୍ୟତା ହାସଲ ପାଇଁ ମୁହାଁମୁହିଁ ହୋଇଛନ୍ତି ଓଡିଶା ଓ ପଶ୍ଚିମବଙ୍ଗ ସରକାର। ରସଗୋଲା ପଶ୍ଚିମବଙ୍ଗରୁ ତିଆରି କରିଥିବା ଦାବି କରିଥିବା ବେଳେ ଏପଟେ ଓଡିଶା ସରକାର ତୁରନ୍ତ ନିଜର ଦାବି ଉପସ୍ଥାପନ କରନ୍ତୁ ବୋଲି ମତ ଉଠିଲାଣି। ଓଡିଆ ଭାଷା, ଜୟଦେବ ଏବଂ ସୁଭାଷ ବୋଷଙ୍କ ପରେ ଏବେ ପଶ୍ଚିମବଙ୍ଗ ରସଗୋଲା ଉପରେ ନଜର ପକାଇଛି। ରସଗୋଲାକୁ ନିଜର ବୋଲି […]

rosagala

rosagala

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 04:31 AM IST

Sports

Latest News

rosagalaଭୁବନେଶ୍ୱର: ରସଗୋଲାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଟଣାଓଟରା ଚାଲିଛି। ଜିଓଗ୍ରାଫିକାଲ ଇଣ୍ଡିକେସନ୍ ତଥା ଜିଆଇ ମାନ୍ୟତା ହାସଲ ପାଇଁ ମୁହାଁମୁହିଁ ହୋଇଛନ୍ତି ଓଡିଶା ଓ ପଶ୍ଚିମବଙ୍ଗ ସରକାର। ରସଗୋଲା ପଶ୍ଚିମବଙ୍ଗରୁ ତିଆରି କରିଥିବା ଦାବି କରିଥିବା ବେଳେ ଏପଟେ ଓଡିଶା ସରକାର ତୁରନ୍ତ ନିଜର ଦାବି ଉପସ୍ଥାପନ କରନ୍ତୁ ବୋଲି ମତ ଉଠିଲାଣି।

ଓଡିଆ ଭାଷା, ଜୟଦେବ ଏବଂ ସୁଭାଷ ବୋଷଙ୍କ ପରେ ଏବେ ପଶ୍ଚିମବଙ୍ଗ ରସଗୋଲା ଉପରେ ନଜର ପକାଇଛି। ରସଗୋଲାକୁ ନିଜର ବୋଲି ସାବ୍ୟସ୍ତ କରିବାକୁ ପଶ୍ଚିମବଙ୍ଗ ସରକାର ଆପ୍ରାଣ ଉଦ୍ୟମ କରିଛନ୍ତି । ଏଥିପାଇଁ ଜିଆଇ ବା ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ ମାନ୍ୟତା ହାସଲ ପାଇଁ ମଧ୍ୟ ସମସ୍ତ କ୍ଷେତ୍ର ପ୍ରସ୍ତୁତ କରୁଛି ପଶ୍ଚିମବଙ୍ଗ।

କିନ୍ତୁ ଶହ ଶହ ବର୍ଷ ଧରି ଜଗନ୍ନାଥ ସଂସ୍କୃତି ସହ ଜଡିତ ହୋଇ ରହିଥିବା ରସଗୋଲାକୁ ପଶ୍ଚିମବଙ୍ଗ କିପରି ନିଜର କହୁଛି ଏହା ସମସ୍ତଙ୍କୁ ଚକିତ କରିଛି। ନୀଳାଦ୍ରୀବିଜେ ସମୟରେ  ଶ୍ରୀମନ୍ଦିରରେ ରସଗୋଲା ଭୋଗ ପରମ୍ପରା ଶହ ଶହ ବର୍ଷ ଧରି ରହିଛି। ଓଡିଶା ବ୍ୟତୀତ କେଉଁଠାରେ ସାଧାରଣଭାବେ ଛେନା ମିଠାର ପ୍ରଚଳନ ନାହିଁ। ଅନ୍ୟ ରାଜ୍ୟରେ ପନିର ମିଠାର ପ୍ରଚଳନ ରହିଛି ବୋଲି ଡଃ ପ୍ରଫ୍ଲଲ୍ଳ କୁମର ରଥ କହିଛନ୍ତି। ରସଗୋଲା ପ୍ରସ୍ତୁତିର ଐତିହାସିକ ପୃଷ୍ଠଭୂମି ଓଡିଶାର ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି ।

ପଶ୍ଚିମବଙ୍ଗ ସରକାରଙ୍କ ଉଦ୍ୟମକୁ ପ୍ରତିହତ କରିବା ପାଇଁ ଓଡିଶା ସରକାର ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି ବ୍ୟବସାୟୀ ଦୁଃଶାସନ ପ୍ରଧାନ ନିବେଦନ କରିଛନ୍ତି । ଅନ୍ୟପଟେ ୧୮୬୮ରେ ରସଗୋଲାକୁ ପଶ୍ଚିମବଙ୍ଗର ଏକ ବ୍ୟବସାୟ ପ୍ରତିଷ୍ଠାନ ତିଆରି କରିଥିବା ପଡୋଶୀ ରାଜ୍ୟ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story