ଲୁଣର ବ୍ୟବହାର ଏମିତି କରନ୍ତୁ ? ଦୂର ହୋଇଯିବ ବାସ୍ତୁଦୋଷ, ବଦଳି ଯିବ ଆର୍ଥିକ ସ୍ଥିତି

ଲୁଣ ଆମ ଖାଦ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିନା ଲୁଣରେ ଖାଦ୍ୟର ସ୍ୱାଦ ରହି ନଥାଏ। ଡାକ୍ତରୀ ମତ ଅନୁସାରେ ଏହା ଆମ ଶରୀରର ପାଇଁ ଏକ ଆବଶ୍ୟକ ତତ୍ତ୍ୱ। ଯାହା ଶରୀରରେ ରହିବା ନିହାତି ଆବଶ୍ୟକ। କେବଳ ବିଜ୍ଞାନ କହୁନାହିଁ, ବାସ୍ତୁଶାସ୍ତ୍ର ଅନୁସାରେ ଲୁଣରେ ବହୁତ ଶକ୍ତି ରହିଛି। ଏହା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ଦୂର କରିଦେଇଥାଏ। ଘରେ ଶାନ୍ତି ଓ ସମ୍ପୃଦ୍ଧି ଆଣିଥାଏ। ଏହାଛଡା ଲୁଣରେ ଏପରି ଗୁଣ ରହିଛି ଯାହାଦ୍ୱାରା […]

salt

salt

Rakesh Mallick
  • Published: Tuesday, 21 November 2017
  • Updated: 21 November 2017, 09:36 AM IST

Sports

Latest News

ଲୁଣ ଆମ ଖାଦ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିନା ଲୁଣରେ ଖାଦ୍ୟର ସ୍ୱାଦ ରହି ନଥାଏ। ଡାକ୍ତରୀ ମତ ଅନୁସାରେ ଏହା ଆମ ଶରୀରର ପାଇଁ ଏକ ଆବଶ୍ୟକ ତତ୍ତ୍ୱ। ଯାହା ଶରୀରରେ ରହିବା ନିହାତି ଆବଶ୍ୟକ। କେବଳ ବିଜ୍ଞାନ କହୁନାହିଁ, ବାସ୍ତୁଶାସ୍ତ୍ର ଅନୁସାରେ ଲୁଣରେ ବହୁତ ଶକ୍ତି ରହିଛି। ଏହା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତିକୁ ଦୂର କରିଦେଇଥାଏ। ଘରେ ଶାନ୍ତି ଓ ସମ୍ପୃଦ୍ଧି ଆଣିଥାଏ। ଏହାଛଡା ଲୁଣରେ ଏପରି ଗୁଣ ରହିଛି ଯାହାଦ୍ୱାରା ଘରୁ ବାସ୍ତୁ ଦୋଷ ଦୂର ହୋଇପାରିବ।

ଏକ ଖାଲି ଗ୍ଲାସ୍‌ରେ ଲୁଣ (ସମୁଦ୍ର ଲୁଣ) ଭରି ଗାଧୁଆ ଘରେ ରଖି ଦିଅନ୍ତୁ। ଘରୁ ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ଦୂର ହୋଇଯିବ। ସେହିପରି ଲୁଣ ପାଣିରେ ଘର ପୋଛିଲେ ନକରାତ୍ମକ ଶକ୍ତି ଚାଲିଯାଇଥାନ୍ତି ଓ ସୁଖଶାନ୍ତି ଆସିଥାଏ।

saltଗୁଧୁଆ ଘର ସବୁବେଳେ ଦକ୍ଷିଣ-ପଶ୍ଚିମ ଦିଗକୁ ରହିବା ଉଚିତ। ଯଦି ପାଇଖାନାରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସିବାକୁ ପଡୁଛି ତେବେ ଗୋଟେ ଗ୍ଲାସରେ ଲୁଣ ଭରି ରଖିଦିଅନ୍ତୁ। ମନେ ରଖନ୍ତୁ ପ୍ରତି ୧୫ ଦିନରେ ଥରେ ଏହି ଲୁଣକୁ ଫିଙ୍ଗି ନୂଆ ରଖନ୍ତୁ।

ଯଦି ଭୁଲ ବଶତଃ ପାଇଖାନା ଉତ୍ତର-ପୂର୍ବ ଦିଗରେ କରିଦେଇଛନ୍ତି ତେବେ ଚିନ୍ତା କରିବାର କାରଣ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଗର୍ଜନ କରୁଥିବା ସିଂହର ଏକ ଫଟୋ ପାଇଖାନା ଆଗରେ ଟାଙ୍ଗି ଦିଅନ୍ତୁ ସମସ୍ୟା ଦୂର ହୋଇଯିବ।

ଅର୍ଥିକ ସ୍ଥିତି ଭଲ ରହୁ ନଥିଲେ ଘରେ ଏକ ଗ୍ଲାସରେ ଲୁଣପାଣି ନେଇ ଦକ୍ଷିଣ-ପଶ୍ଚିମ ଦିଗରେ ରଖିଦିଅନ୍ତୁ। ଗ୍ଲାସ ରଖିବା ସ୍ଥାନରେ ଲାଲ ରଙ୍ଗର ଚିତ୍ର ଥିବା ଫଟୋ ଲଗାନ୍ତୁ। ଯେତେବେଳେ ଗ୍ଲାସରୁ ପାଣି ସୁଖିଯିବ ତାକୁ ସଫା କରି ପୁଣି ଲୁଣପାଣି ସେହି ସ୍ଥାନରେ ରଖିଦିଅନ୍ତୁ। ଆର୍ଥିକ ସ୍ଥିତି ସୁଧୁରି ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story