ଡ୍ରେନ୍‌ରେ ଡେଡ୍‌ବଡି: ବସ୍ତାରେ ବନ୍ଧା ହୋଇଛି ନିଖୋଜ ଶିଶୁର ମୃତଦେହ

ସମ୍ବଲପୁର: ତିନି ଦିନ ତଳେ ସମ୍ବଲପୁରର ବାହାଲପଡ଼ାରୁ ନିଖୋଜ ହୋଇଥିବା ଏକ ୬ ବର୍ଷର ଶିଶୁର ମୃତଦେହକୁ ଆଜି ଠାବ କରାଯାଇଛି। ସହରର ଏନ୍‌.ଗୁହା ଲେନ୍ ଅଞ୍ଚଳରେ ଏକ ଡ୍ରେନ୍ ଭିତରୁ ତା’ ମୃତଦେହକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ କେହି ହତ୍ୟା କରି ମୃତଦେହକୁ ବସ୍ତାରେ ଭର୍ତ୍ତି କରି କେହି ଡ୍ରେନ୍‌ରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଡ୍ରେନ୍‌ରୁ ନିଖୋଜ ଶିଶୁର ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ଦାବିରେ […]

sambalpur

Rakesh Mallick
  • Published: Friday, 28 April 2017
  • , Updated: 28 April 2017, 09:23 AM IST

ସମ୍ବଲପୁର: ତିନି ଦିନ ତଳେ ସମ୍ବଲପୁରର ବାହାଲପଡ଼ାରୁ ନିଖୋଜ ହୋଇଥିବା ଏକ ୬ ବର୍ଷର ଶିଶୁର ମୃତଦେହକୁ ଆଜି ଠାବ କରାଯାଇଛି। ସହରର ଏନ୍‌.ଗୁହା ଲେନ୍ ଅଞ୍ଚଳରେ ଏକ ଡ୍ରେନ୍ ଭିତରୁ ତା’ ମୃତଦେହକୁ ଉଦ୍ଧାର କରାଯାଇଛି। ଶିଶୁଟିକୁ କେହି ହତ୍ୟା କରି ମୃତଦେହକୁ ବସ୍ତାରେ ଭର୍ତ୍ତି କରି କେହି ଡ୍ରେନ୍‌ରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି।

ଡ୍ରେନ୍‌ରୁ ନିଖୋଜ ଶିଶୁର ମୃତଦେହ ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ଚର୍ଚ୍ଚ ଛକରେ ରାସ୍ତାରୋକ କରିଛନ୍ତି।

Related story