ସମ୍ବଲପୁର: ଲୁଇସ୍ ଗାର୍ଲସ ହାଇସ୍କୁଲର ୪ ଛାତ୍ରୀ ନିଖୋଜ, ଅପହରଣ ମାମଲା ରୁଜୁ କଲା ପୋଲିସ୍

ସମ୍ୱଲପୁରରେ ଚାଞ୍ଚଲ୍ୟ। ସ୍ଥାନୀୟ ଲେଡି ଲୁଇସ୍ ଗମେଣ୍ଟ ଗାର୍ଲସ ହାଇସ୍କୁଲର ୪ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗତ ୫ ତାରିଖରୁ ନିଖୋଜ ଅଛନ୍ତି। ଗତ ଶନିବାର ଦିନ ସେମାନେ ଘରୁ ସ୍କୁଲକୁ ବାହାରିଥିଲେ ମଧ୍ୟ ସ୍କୁଲ ଯାଇ ନଥିଲେ କି ଘରକୁ ଫେରି ନଥିଲେ। ଏ ସଂପର୍କରେ ପରିବାର ଲୋକେ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଛାତ୍ରୀମାନେ ରାଜ୍ୟ ବାହାରକୁ ଚାଲିଯାଇଥିବା ପୋଲିସ୍ […]

highschool

highschool

Rakesh Mallick
  • Published: Monday, 07 September 2015
  • Updated: 07 September 2015, 02:33 PM IST

Sports

Latest News

[caption id="attachment_30484" align="alignleft" width="221"]highschool ସମ୍ବଲପୁର:ଲୁଇସ୍ ଗାର୍ଲସ ହାଇସ୍କୁଲ[/caption]

ସମ୍ୱଲପୁରରେ ଚାଞ୍ଚଲ୍ୟ। ସ୍ଥାନୀୟ ଲେଡି ଲୁଇସ୍ ଗମେଣ୍ଟ ଗାର୍ଲସ ହାଇସ୍କୁଲର ୪ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗତ ୫ ତାରିଖରୁ ନିଖୋଜ ଅଛନ୍ତି। ଗତ ଶନିବାର ଦିନ ସେମାନେ ଘରୁ ସ୍କୁଲକୁ ବାହାରିଥିଲେ ମଧ୍ୟ ସ୍କୁଲ ଯାଇ ନଥିଲେ କି ଘରକୁ ଫେରି ନଥିଲେ। ଏ ସଂପର୍କରେ ପରିବାର ଲୋକେ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଛାତ୍ରୀମାନେ ରାଜ୍ୟ ବାହାରକୁ ଚାଲିଯାଇଥିବା ପୋଲିସ୍ ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଛି।

ସେମାନଙ୍କୁ ଖୋଜିବା ପାଇଁ ପୋଲିସ୍ର ୨ଟି ଟିମ୍ ରାଜ୍ୟ ବାହାରକୁ ଯାଇଛନ୍ତି। ସେପଟେ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ଏହି ଛାତ୍ରୀମାନେ ନିୟମିତ ଭାବେ ସ୍କୁଲକୁ ଆସୁ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story