ଦେଢ଼ କ୍ୱିଣ୍ଟାଲ ରୁପା ଅଳଙ୍କାର ଜବତ

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ସମ୍ୱଲପୁରରୁ ପ୍ରାୟ ଅଢେଇ କ୍ୱିଣ୍ଟାଲ ଓଜନର ରୁପା ଅଳଙ୍କାର ଜବତ କରାଯାଇଛି। ଏହି ରୁପା ଅଳଙ୍କାର ଛତିଶଗଡ଼ରୁ ଏକ କାରରେ ଆସୁଥିବା ନେଇ ଖବର ପାଇ ସମ୍ୱଲପୁର ପୋଲିସ ଓ ବାଣିଜ୍ୟକର ବିଭାଗ ଚଢ଼ାଉ କରିଛି। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏପରିକି କାରରେ ଥିବା କାଗଜପତ୍ର ମଧ୍ୟ  ଯାଞ୍ଚ କରାଯାଉଛି। ଏତେ ପରିମାଣର ରୁପା ଅଳଙ୍କାର କିଏ ଆଣୁଥିଲେ, ତାହା ଉପରେ ତଦନ୍ତ ଚାଲିଛି।

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 04:28 PM IST

Related story