ସାରଥୀ ବାବା ବିବାଦ: କ୍ରାଇମବ୍ରାଞ୍ଚ୍ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କଟକ: ସାରଥୀ ବାବାଙ୍କୁ ନେଇ ଉଠିଥିବା ବିବାଦର କ୍ରାଇମବ୍ରାଞ୍ଚ୍ ତଦନ୍ତ ହେବ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ବାବା ସାରଥୀଙ୍କ ଅନୁଗାମୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେମାନେ କହିଛନ୍ତି। କ୍ରାଇମବ୍ରାଞ୍ଚ୍ ଡିଜି ବି.କେ ଶର୍ମା ତଦନ୍ତ ନେଇ ଚିଠି ପାଇବା ପରେ ଘଟଣାର ତଦନ୍ତ କରିବାକୁ ଏକ ତିନି ଜଣିଆ ଟିମ୍ ଗଠନ କରିଛନ୍ତି। […]

naveenpattanaik

naveenpattanaik

Rakesh Mallick
  • Published: Thursday, 06 August 2015
  • Updated: 06 August 2015, 05:01 PM IST

Sports

Latest News

ଭୁବନେଶ୍ୱର/କଟକ: ସାରଥୀ ବାବାଙ୍କୁ ନେଇ ଉଠିଥିବା ବିବାଦର କ୍ରାଇମବ୍ରାଞ୍ଚ୍ ତଦନ୍ତ ହେବ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ବାବା ସାରଥୀଙ୍କ ଅନୁଗାମୀମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେମାନେ କହିଛନ୍ତି।

କ୍ରାଇମବ୍ରାଞ୍ଚ୍ ଡିଜି ବି.କେ ଶର୍ମା ତଦନ୍ତ ନେଇ ଚିଠି ପାଇବା ପରେ ଘଟଣାର ତଦନ୍ତ କରିବାକୁ ଏକ ତିନି ଜଣିଆ ଟିମ୍ ଗଠନ କରିଛନ୍ତି। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏହି ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଆସନ୍ତାକାଲି ତଦନ୍ତ କରିବା ପାଇଁ କେନ୍ଦ୍ରାପଡ଼ାର ବାରିମୂଳ ସ୍ଥିତ ବାବା ସାରଥୀଙ୍କ ଆଶ୍ରମକୁ ଯିବ। ବାବା ସାରଥୀଙ୍କୁ ମଧ୍ୟ ଏହି ଟିମ୍ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ଗତକାଲି ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଅଭିଯୋଗକ୍ରମେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦେବରାଜ ସେନାପତି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେ ଏସପିଙ୍କୁ ଏହି ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା ଏସପି ଏସଡିପିଓଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ।

ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ, ମୁଖପାତ୍ର ତଥା ସମ୍ବଲପୁର ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଗତକାଲି ଏହି ଘଟଣାର ତଦନ୍ତ ଦାବି କରିଥିଲେ। ତଦନ୍ତ ପରେ ହିଁ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଏହି ନେତା ଦ୍ୱୟ କହିଥିଲେ। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ଏହି ଘଟଣାର ତଦନ୍ତ ଦାବି କରିଥିଲେ। ତେବେ ସେ ଟିକେ ଆଗକୁ ଯାଇ ଘଟଣାର ତଦନ୍ତ ସିବିଆଇ ଭଳି କୌଣସି ସଂସ୍ଥା ଦ୍ୱାରା କରାଇବା ପାଇଁ ଦାବି କରିଥିଲେ।

ସୂଚନାଯୋଗ୍ୟ, ବିଭିନ୍ନ ଗଣମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଫଟୋ ପ୍ରସାରିତ ହୋଇଥିଲା । ଏହି ଫଟୋ ସାରଥୀ ବାବାଙ୍କର ଏବଂ ସେ ଏକ ହୋଟେଲରେ ବସିଥିବାର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ବାବା ସାରଥୀ ଜିନ୍ସ, ସାର୍ଟ ଓ ସନଗ୍ଲାସ ପିନ୍ଧିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଗଣମାଧ୍ୟମରେ ଏହି ଫଟୋକୁ ନେଇ ବିଭିନ୍ନ ଅଭିଯୋଗ ଉଠାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ଦେଖା ଦେଇଛି। ଗତକାଲି କଟକ, ଭୁବନେଶ୍ୱର, ଜଗତସିଂହପୁର ଓ ନୟାଗଡ଼ ଆଦି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରି କି ବାବାଙ୍କ ବାରିମୂଳ ସ୍ଥିତ ଆଶ୍ରମରେ ଉତ୍ତ୍ୟକ୍ତ ଲୋକେ ଧସେଇ ପଶିବାକୁ ଚେଷ୍ଠା କରିଥିଲେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଆଶ୍ରମ ଅଞ୍ଚଳକୁ ପୋଲିସ୍ ଛାଉଣୀରେ ପରିଣତ କରାଯାଇଛି । ବାରିମୂଳରେ ୯ ପ୍ଲାଟୁନ୍ ଫେ।ର୍ସ ମୁତୟନ କରାଯାଇଛି। ବରିଷ୍ଠ ପୋଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଯେକୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ପୋଲିସ ସଜାଗ ରହିଛି  ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story