ଓଲଟି ପଡ଼ିଲା ସ୍କୁଲ ବସ୍‌, ୧୦ ଛାତ୍ର ଆହତ

<p>ନୟାଗଡ଼: ନୟାଗଡ଼ ଗୋଳଗୋଳା ନିକଟରେ ଏହି ସ୍କୁଲ ବସ୍&zwnj; ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିବାରୁ ୧୦ ଜଣ ଛାତ୍ର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତ ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ପରେ ଆହତ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।</p>

Ordigital Desk
  • Published: Wednesday, 16 August 2017
  • Updated: 16 August 2017, 10:44 AM IST

Sports

Latest News

<p>ନୟାଗଡ଼: ନୟାଗଡ଼ ଗୋଳଗୋଳା ନିକଟରେ ଏହି ସ୍କୁଲ ବସ୍&zwnj; ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିବାରୁ ୧୦ ଜଣ ଛାତ୍ର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତ ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ପରେ ଆହତ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos