ପାର୍ଲରରେ ଦେହ ବ୍ୟବସାୟ: ୪ ଯୁବତୀ ଉଦ୍ଧାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଏକ ପାର୍ଲର ଓ ସ୍ପା ସେଣ୍ଟରରେ ଦେହ ବ୍ୟବସାୟ ଚାଲିଥିଲା। କମିଶନରେଟ୍‌ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ପାର୍ଲର ଓ ସ୍ପା ସେଣ୍ଟର ଉପରେ ଚଢ଼ାଉ କରି ୪ ଯୁବତୀଙ୍କୁ ଉଦ୍ଧାର କରିଛି। ଏହାଛଡ଼ା ୪ ଗ୍ରହକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେକ୍ସ ରାକେଟ୍‌ ଚାଲିଥିବା ଘରଟି ଜଣେ ସରକାରୀ କର୍ମଚାରୀଙ୍କର ବୋଲି ଜଣାପଡ଼ିଛି।

sex

Rakesh Mallick
  • Published: Sunday, 05 November 2017
  • , Updated: 05 November 2017, 06:24 PM IST

Related story