ଗୁରୁ ନୁହେଁ ରାକ୍ଷସ: ମଦ ପିଆଇ ଓ ଅଶ୍ଳୀଳ ଭିଡ଼ିଓ ଦେଖାଇ ଛାତ୍ରଛାତ୍ରୀଙ୍କୁ କରୁଥିଲେ ଯୌନ ଶୋଷଣ

କେନ୍ଦୁଝର (ଓଡ଼ିଶା ରିପୋର୍ଟର): ଶିକ୍ଷାର ମନ୍ଦିର ହେଉଛି ବିଦ୍ୟାଳୟ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ହେଉଛନ୍ତି ଏହି ମନ୍ଦିରର ଭଗବାନ ସଦୃଶ। ଏହିଠାରେ ଶିକ୍ଷକମାନେ ଗଢ଼ନ୍ତି ପିଲାମାନଙ୍କ ଭବିଷ୍ୟତ। ହେଲେ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ରୋଷେୟା ପଶୁ ପାଲଟି ଯାଉଥିଲେ। ଏମାନେ ଛାତ୍ରଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପଢ଼ନ୍ତୁ ପୂରା ଘଟଣା। ଯୋଡ଼ା ବ୍ଲକ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ରଣା […]

Rakesh Mallick
  • Published: Thursday, 07 September 2017
  • Updated: 07 September 2017, 07:45 PM IST

Sports

Latest News

କେନ୍ଦୁଝର (ଓଡ଼ିଶା ରିପୋର୍ଟର): ଶିକ୍ଷାର ମନ୍ଦିର ହେଉଛି ବିଦ୍ୟାଳୟ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ହେଉଛନ୍ତି ଏହି ମନ୍ଦିରର ଭଗବାନ ସଦୃଶ। ଏହିଠାରେ ଶିକ୍ଷକମାନେ ଗଢ଼ନ୍ତି ପିଲାମାନଙ୍କ ଭବିଷ୍ୟତ। ହେଲେ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଓ ରୋଷେୟା ପଶୁ ପାଲଟି ଯାଉଥିଲେ। ଏମାନେ ଛାତ୍ରଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପଢ଼ନ୍ତୁ ପୂରା ଘଟଣା।

ଯୋଡ଼ା ବ୍ଲକ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ରଣା ଓ ରୋଷେୟା ରମାକାନ୍ତ ନାଏକ ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ବାରମ୍ୱାର ଯୌନ ନିର୍ଯାତନା ଦେଉଥିଲେ। ରୁମ୍‌କୁ ଡାକିନେଇ ମୋବାଇଲରେ ଭିଡ଼ିଓ ଦେଖାଉଥିଲେ। ଏପରିକି ବିଭିନ୍ନ ସମ୍ୱେଦନଶୀଳ ଜାଗାରେ ହାତ ମାରୁଥିଲେ। ଏ ସମ୍ପର୍କରେ କାହାକୁ ନକହିବାକୁ ଧମକ ମଧ୍ୟ ଦେଉଥିଲେ। ତେବେ ନିର୍ଯାତନା ଅସହ୍ୟ ହେବାରୁ କିଛି ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ଅଭିଭାବକମାନେ ଜାଣିପାରି ଯୋଡା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଥାନାବାବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଚୁପ୍‌ ରହିଥିଲେ। ଥାନାବାବୁଙ୍କଠାରୁ ନିରାଶ ହୋଇ ଅଭିଭାବକମାନେ ଏସ୍‌ପିଙ୍କ ପାଖରେ ଦ୍ୱାରସ୍ଥ ହୋଇଥିଲେ। ଏସ୍‌ପି ଘଟଣାକୁ ଗୁରୁତର ସହ ନେଇ ସ୍କୁଲରେ ପହଞ୍ଚି ପିଲା ଓ ଅଭିଭାବକଙ୍କୁ ପଚରା ଉଚୁରା କରିଥିଲେ। ତଦନ୍ତ ସମୟରେ ପ୍ରଧାନଶିକ୍ଷକଙ୍କ କୋଠରୀରୁ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିଥିଲା ପୋଲିସ। ଅଭିଯୋଗର ସତ୍ୟାସତ୍ୟ ଥିବା ଜଣାପଡ଼ିବା ପରେ ପୁଲିସ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ରଣା ଓ ରୋଷେୟା ରମାକାନ୍ତ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଛାତ୍ରୀ ଗାଧୋଇବା ବେଳେ ଦେଖୁଥିଲେ ଗୁରୁ

ଘଟଣାର ତଦନ୍ତ କରୁଥିବା ଏସ୍‌ପି ଏ ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ। ଯେଉଁଥିରେ ଉଲ୍ଲେଖ ରହିଛି, ସ୍କୁଲ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ ଗାଧୁଆ ବେଳର ଦୃଶ୍ୟ ପ୍ରଧାନ ଶିକ୍ଷକ ଓ ରୋଷେୟା ଉପଭୋଗ କରୁଥିଲେ। ଏମିତିକି ଉଭୟ ଛାତ୍ର ଓ ଛାତ୍ରୀଙ୍କୁ ଜୋର ଜବରଦସ୍ତ ନାକ ବନ୍ଦ କରି ମଦ ମଧ୍ୟ ପିଆଉଥିଲେ। ଆଉ ନିଜେ ମଦ ପିଇ ଛାତ୍ରୀମାନଙ୍କ ଶରୀରର ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ। ଏମିତିକି ଅନେକ ସମୟରେ ନିଶାରେ ପ୍ରଧାନଶିକ୍ଷକ ଉଲଗ୍ନ ଅବସ୍ଥାରେ ପିଲାମାନଙ୍କ ଆଗରେ ବୁଲୁଥିଲେ।

କିଏ କ’ଣ କୁହନ୍ତି

ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି-“ଏହି ଘଟଣା ପାଇଁ ଅତ୍ୟନ୍ତ ଲଜ୍ଜିତ ହେବାକୁ ପଡ଼ୁଛି। ସମ୍ପୃକ୍ତ ପ୍ରଧାନଶିକ୍ଷକ ଓ ରୋଷେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହି ସ୍କୁଲରେ ରହୁଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କ୍ରାଇମ୍‌ ବ୍ରାଞ୍ଚ ଡିଏସ୍‌ପି ମହେଶ୍ୱର ସେଠୀ କହିଛନ୍ତି-“ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଘରୁ ବହୁ ଆପତ୍ତିଜନକ ଜିନିଷ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଛାତ୍ରୀଙ୍କ ଅଭିଯୋଗର ସତ୍ୟାସତ୍ୟ ରହିଛି। ଏବେ ମଧ୍ୟ ଘଟଣାର ତଦନ୍ତ ଚାଲିଛି।”

ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭାମଞ୍ଜରୀ ଦାସ କହିଛନ୍ତି-“ଅଭିଯୋଗର ସତ୍ୟାତ୍ୟ ଥିବାରୁ ପ୍ରଧାନଶିକ୍ଷକ ଓ ରୋଷେୟାଙ୍କୁ ନିଲମ୍ୱିତ କରାଯାଇଛି। ସ୍କୁଲରେ ରହୁଥିବା ଶିକ୍ଷା ସହାୟିକାଙ୍କୁ ମଧ୍ୟ ଡିସ୍‌ମିସ୍‌ କରାଯାଇଛି।”

ପୀଡ଼ିତା ଛାତ୍ରୀ କହିଛନ୍ତି-“ହେଡ୍‌ସାର୍‌ ତାଙ୍କ ରୁମ୍‌କୁ ଆମକୁ ଡାକିନେଇ ମୋବାଇଲରେ ଫିଲ୍ମ ଦେଖାଉଥିଲେ। ଏପରିକି ଛାତିରେ ହାତ ମାରୁଥିଲେ। ଏ ସମ୍ପର୍କରେ କାହାକୁ ନକରିବାକୁ ଧମକ ମଧ୍ୟ ଦେଉଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story