ହାତଚକିରେ ଥିବା ଶୁକ୍ର ପର୍ବତରୁ ଜାଣନ୍ତୁ ନିଜ ଚରିତ୍ର

ହାତରେ ବହୁତ ରେଖା ରହିଛି। ଭିନ୍ନ ଭିନ୍ନ ରେଖା ଭିନ୍ନ ଭିନ୍ନ କଥା କହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରେଖାରେ ଲୁଚି ରହିଥାଏ ମଣିଷ ଜୀବନର ସବୁ କଥା। ହାତରେଖା ପଢ଼ି ଜ୍ୟୋତିଷ ବିଷାରଦମାନେ ଆପଣଙ୍କ ଅତୀତ ଭବିଷ୍ୟତ ବିଷୟରେ କହିଥାନ୍ତି। ଆଜି ଆମେ ବତାଇବାକୁ ଯାଉଛୁ, ହାତ ପାପୁଲିରେ ଥିବା ଶୁକ୍ର ପର୍ବତ ବିଷୟରେ। ଏହି ଶୁକ୍ର ପର୍ବତ ବୁଢ଼ା ଆଙ୍ଗୁଠି ତଳକୁ ଥାଏ। ଏଥିରୁ ବ୍ୟକ୍ତିର ଭାବନା ସମ୍ପର୍କରେ ଜାଣି ହୋଇଥାଏ। ଏଥିରୁ […]

Hand

Hand

Rakesh Mallick
  • Published: Saturday, 10 February 2018
  • Updated: 10 February 2018, 07:44 AM IST

Sports

Latest News

ହାତରେ ବହୁତ ରେଖା ରହିଛି। ଭିନ୍ନ ଭିନ୍ନ ରେଖା ଭିନ୍ନ ଭିନ୍ନ କଥା କହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରେଖାରେ ଲୁଚି ରହିଥାଏ ମଣିଷ ଜୀବନର ସବୁ କଥା। ହାତରେଖା ପଢ଼ି ଜ୍ୟୋତିଷ ବିଷାରଦମାନେ ଆପଣଙ୍କ ଅତୀତ ଭବିଷ୍ୟତ ବିଷୟରେ କହିଥାନ୍ତି। ଆଜି ଆମେ ବତାଇବାକୁ ଯାଉଛୁ, ହାତ ପାପୁଲିରେ ଥିବା ଶୁକ୍ର ପର୍ବତ ବିଷୟରେ। ଏହି ଶୁକ୍ର ପର୍ବତ ବୁଢ଼ା ଆଙ୍ଗୁଠି ତଳକୁ ଥାଏ। ଏଥିରୁ ବ୍ୟକ୍ତିର ଭାବନା ସମ୍ପର୍କରେ ଜାଣି ହୋଇଥାଏ। ଏଥିରୁ ପ୍ରେମ ଓ ବିବାହ ସମ୍ପର୍କରେ ମଧ୍ୟ ଜଣାପଡ଼ିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

କେମିତି ବୁଝିବେ ଶୁକ୍ର ପର୍ବତର ରହସ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଏହା ଉପରକୁ ଉଠିବା ଭଳି ଥିବ ତେବେ ବ୍ୟକ୍ତି ଭାବୁକ ଓ ଉଦାର ହୋଇଥାନ୍ତି। ଯଦି ଏହା ଅଧିକ ଉପରକୁ ଉଠିକି ଥିବ ତେବେ ବ୍ୟକ୍ତି କାମୁକ ହୋଇଥାନ୍ତି। ଏହି ବ୍ୟକ୍ତିମାନଙ୍କ ଚରିତ୍ର ଦୁର୍ବଳ ହୋଇଥାଏ। ଯଦି ଏହା ଦବି କି ଥିବ ତେବେ ବ୍ୟକ୍ତି ଶାରୀରିକ ସମସ୍ୟା ମଧ୍ୟରେ ସବୁବେଳେ ଗତି କରିଥାନ୍ତି। ଜୀବନରେ କେବେ ସୁଖାଶନ୍ତି ମିଳି ନଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି।

କ’ଣ କହେ ଶୁକ୍ର ପର୍ବତର ଚିହ୍ନ

ଯେଉଁ ବ୍ୟକ୍ତିଙ୍କ ଶୁକ୍ର ପର୍ବତ ଉପରେ ବହୁତ ରେଖା ରହିଥାଏ, ସେମାନେ ସବୁବେଳେ ମାନସିକ ସ୍ତରରେ ଅଶାନ୍ତ ରହିଥାନ୍ତି। ଜାଲ ପରି ରେଖା ଥିଲେ ଅଭାବ ଲାଗି ରହିଥାଏ। ଯେତେ ପରିଶ୍ରମ କଲେ ମଧ୍ୟ ସୁଖ ଓ ଶାନ୍ତି ମିଳି ନଥାଏ। ଯଦି ଶୁକ୍ର ପର୍ବତରେ କଳାଯାଇ ଥିବ ତେବେ ବଦନାମ ହେବାର ସମ୍ଭାବାନା ରହିଥାଏ। କ୍ରସ୍‌ ଚିହ୍ନ ଥିଲେ ଯେତେ ଯୋଜନା କରୁଥିଲେ ମଧ୍ୟ ଏହା ଗଡ଼ବଡ଼ ହୋଇଯିବାର ସମ୍ଭାବନା ରହିଥାଏ। ଏହାସହ ବିପରୀତ ଲିଙ୍ଗ ସହ ସମ୍ପର୍କରେ ସମସ୍ୟା ହୋଇଥାଏ। ଯଦି ଏଥିରେ ବର୍ଗାକାର ଚିହ୍ନ ଥିବ, ତେବେ ଜେଲ୍‌ ଯିବାର ସମ୍ଭାବନା ସୃଷ୍ଟି ହୋଇପାରେ।

ଶୁକ୍ର ଖରାପ ଥିଲେ କ’ଣ କରିବେ ?

ଯଦି ଆପଣଙ୍କ ହାତ ପାପୁଲିରେ ଶୁକ୍ର ଖରାପ ରହିଛି ତେବେ କିଛି ଉପାୟ ଅବଲମ୍ବନ କରନ୍ତୁ ଏହା ଦୂର ହୋଇଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଖରାପ ଥିଲେ, ଏକାଦଶୀ ଉପବାସ କରନ୍ତୁ। ମହାଦେବଙ୍କ ପୂଜା ଅଧିକରୁ ଅଧିକ କରନ୍ତୁ। କାଚ ପାତ୍ରରେ ପାଣି ପିଅନ୍ତୁ। ଏହାସହ ଆଙ୍ଗୁଠିରେ ଏକ ଚାନ୍ଦିର ରିଙ୍ଗ ପିନ୍ଧନ୍ତୁ। ଏକ ଓପେଲ୍‌ ନିଶ୍ଚିତ ଧାରଣ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story