ଫେବ୍ରୁଆରୀ ୧୪ ତାରିଖ ପଡୁଛି ମହାଶିବରାତ୍ରୀ। ଏହାକୁ ଆମେ ଜାଗର ବୋଲି ବି କହିଥାଉ। ଶିବରାତ୍ରୀ ଦିନ ବହୁ ଲୋକ ଉପବାସ କରନ୍ତି ଓ ରାତିରେ ଉଜାଗର ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ମନ୍ଦିର ପରିସରରେ ଦୀପ ଜାଳି ଦେବ ଦେବ ମହାଦେବଙ୍କ ଆରାଧନା କରନ୍ତି। ତେବେ ଆପଣ ଜାଣିଛନ୍ତି ମହାଶିବରାତ୍ରି ଦିନ କେଉଁ କେଉଁ ଫୁଲ ଅର୍ପଣ କଲେ ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି ବୋଲି କୁହାଯାଏ? ଆସନ୍ତୁ ସେ ବିଷୟରେ ଜାଣିବା।
ମହାଦେବଙ୍କୁ ଚମ୍ପା ଫୁଲ ଚଢାଇବା ଦ୍ୱାରା ଜୀବନରେ ସୁଖ, ସମୃଦ୍ଧି ବୃଦ୍ଧି ପାଏ।
ଅରଖ ମହାଦେବଙ୍କ ପ୍ରିୟ ଫୁଲ। ଏହି ଫୁଲ ଭଗବାନଙ୍କ ପାଖରେ ଚଢାଇବା ଦ୍ୱାରା ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ।
ଅପରାଜିତା ଏକ ପବିତ୍ର ଫୁଲ। ମହାଦେବଙ୍କ ପୂଜା ବେଳେ ଏହାକୁ ଲାଗି କରାଯାଏ।
କନିଅର ଫୁଲ ଭଗବାନଙ୍କୁ ଚଢ଼ାଇବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ଭଗବାନ ଶିବଙ୍କୁ ମଲ୍ଲୀ ଫୁଲ ଚଢାଇବା ଦ୍ୱାରା ପାପ ବା ଦୋଷ କ୍ଷମା ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...
Beauty
ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ
ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ...