ଘରେ ଭୁଲ୍ ଜାଗାରେ ଲାଫିଙ୍ଗ୍ ବୁଦ୍ଧ ରଖିନାହାଁନ୍ତି ତ? କେଉଁଠି ଓ କେମିତି ରଖିବେ ପଢ଼ନ୍ତୁ

କେବେ ପରିବାର ଲୋକେ ତ କେବେ ବନ୍ଧୁବାନ୍ଧବମାନେ ଆମକୁ ଉପହାର ଦେଇଥାନ୍ତି। ଏହି ଉପହାରଗୁଡ଼ିକ ମଧ୍ୟରେ ଡ୍ରେସ୍‌ଠାରୁ ଆରମ୍ଭ କରି ଭଗବାନଙ୍କ ମୂର୍ତ୍ତି ଆଦି ଅନ୍ତର୍ଭୁକ୍ତ ହୋଇଥାଏ। ଅନେକ ଉପହାରରେ ଲାଫିଙ୍ଗ୍ ବୁଦ୍ଧର ମୂର୍ତ୍ତି ମଧ୍ୟ ଦେଇଥାନ୍ତି। ବାସ୍ତୁ ଅନୁସାରେ ଲାଫିଙ୍ଗ ବୁଦ୍ଧ ମୂର୍ତ୍ତିକୁ ଘରେ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ। କିନ୍ତୁ ଏହାକୁ ସଠିକ୍ ସ୍ଥାନରେ ରଖିବା ଖୁବ୍ ଜରୁରୀ। କାରଣ ଘରେ ଏହାକୁ ଭୁଲ୍ ସ୍ଥାନରେ ରଖିଲେ କୁପରିଣାମ ଭୋଗିବାକୁ ପଡ଼ିପାରେ। ଆଜି […]

laughing

laughing

Rakesh Mallick
  • Published: Thursday, 18 January 2018
  • Updated: 18 January 2018, 06:32 PM IST

Sports

Latest News

କେବେ ପରିବାର ଲୋକେ ତ କେବେ ବନ୍ଧୁବାନ୍ଧବମାନେ ଆମକୁ ଉପହାର ଦେଇଥାନ୍ତି। ଏହି ଉପହାରଗୁଡ଼ିକ ମଧ୍ୟରେ ଡ୍ରେସ୍‌ଠାରୁ ଆରମ୍ଭ କରି ଭଗବାନଙ୍କ ମୂର୍ତ୍ତି ଆଦି ଅନ୍ତର୍ଭୁକ୍ତ ହୋଇଥାଏ। ଅନେକ ଉପହାରରେ ଲାଫିଙ୍ଗ୍ ବୁଦ୍ଧର ମୂର୍ତ୍ତି ମଧ୍ୟ ଦେଇଥାନ୍ତି। ବାସ୍ତୁ ଅନୁସାରେ ଲାଫିଙ୍ଗ ବୁଦ୍ଧ ମୂର୍ତ୍ତିକୁ ଘରେ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ। କିନ୍ତୁ ଏହାକୁ ସଠିକ୍ ସ୍ଥାନରେ ରଖିବା ଖୁବ୍ ଜରୁରୀ। କାରଣ ଘରେ ଏହାକୁ ଭୁଲ୍ ସ୍ଥାନରେ ରଖିଲେ କୁପରିଣାମ ଭୋଗିବାକୁ ପଡ଼ିପାରେ। ଆଜି ଆମେ ଆପଣଙ୍କୁ ବତାଇବୁ ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତିକୁ କେଉଁ ସ୍ଥାନରେ ରଖିଲେ ଶୁଭଫଳ ମିଳିଥାଏ।

ଯଦି ଆପଣଙ୍କୁ କେହି ଲାଫିଙ୍ଗ୍ ବୁଦ୍ଧ ମୂର୍ତ୍ତିକୁ ଉପହାରରେ ଦେଇଛନ୍ତି, ତା’ହେଲେ ଏହାକୁ ଭୁଲରେ ବି ଘରର ମୁଖ୍ୟଦ୍ୱାର ପାଖରେ ରଖନ୍ତୁ ନାହିଁ। ଏହାକୁ ଚଟାଣରେ ବି ରଖନ୍ତୁ ନାହିଁ। ଏହାକୁ ଟିକେ ଉଚ୍ଚ ସ୍ଥାନରେ ରଖିଲେ ଭଲ। ଘରର ଏପରି ଏକ ଜାଗା ବାଛନ୍ତୁ ଯେଉଁଠି ରଖିଲେ ସମସ୍ତେ ଏହାକୁ ଦେଖିପାରୁଥିବେ। ଘରୁ ବାହାରକୁ ଯିବା ସମୟରେ ଏହାର ହସୁଥିବା ମୁହଁ ଦେଖି ଗଲେ ବହୁତ ଶୁଭ ହୋଇଥାଏ। ଏହାକୁ ଆପଣ ଅଫିସ୍ ଟେବୁଲ୍ ଉପରେ ବି ରଖିପାରିବେ। ଅନେକ ଶୁଭଫଳ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story