ଧୋକାବାଜ ପ୍ରେମିକ; ତଣ୍ଟି ଚିପି ଦେଲା, ମରିଗଲା ଭାବି ଫିଙ୍ଗି ଦେଲା କୂଅରେ

ସୋନପୁର: ଧୋକାବାଜ ପ୍ରେମିକ। ବର୍ଷେ ହେଲା କରୁଥିଲା ମିଛ ପ୍ରେମ। ମଉକା ଦେଖି ଦେଖାଇ ଦେଲା ନିଜ ପଶୁ ପଣିଆ। ବିବାହର ପ୍ରତିଶ୍ରୁତି ଦେଇ ଗାଁ ଛାଡ଼ି ପଳାଇଯିବାକୁ ଦେଇଥିଲା ପ୍ରତିଶ୍ରୁତି। କିନ୍ତୁ ତା’ର ଯୋଜନା ଥିଲା କିଛି ଅଲଗା। ପ୍ରେମିକା ଫାଶରେ ପଡ଼ିବା ପରେ ତଣ୍ଟି ଚିପି କରିଥିଲା ହତ୍ୟା ଉଦ୍ୟମ।  ମରିଗଲା ଭାବି ଫିଙ୍ଗି ଦେଇଥିଲା ଏକ ପରିତ୍ୟକ୍ତ କୂଅରେ। କିନ୍ତୁ ପ୍ରେମିକାର ଭାଗ୍ୟ ଭଲ ଥିଲା। ସେ ମରି ନ ଥିଲା। ଦୁଇ […]

PRATARAKA

PRATARAKA

Rakesh Mallick
  • Published: Saturday, 22 April 2017
  • Updated: 22 April 2017, 08:11 PM IST

Sports

Latest News

ସୋନପୁର: ଧୋକାବାଜ ପ୍ରେମିକ। ବର୍ଷେ ହେଲା କରୁଥିଲା ମିଛ ପ୍ରେମ। ମଉକା ଦେଖି ଦେଖାଇ ଦେଲା ନିଜ ପଶୁ ପଣିଆ। ବିବାହର ପ୍ରତିଶ୍ରୁତି ଦେଇ ଗାଁ ଛାଡ଼ି ପଳାଇଯିବାକୁ ଦେଇଥିଲା ପ୍ରତିଶ୍ରୁତି। କିନ୍ତୁ ତା’ର ଯୋଜନା ଥିଲା କିଛି ଅଲଗା। ପ୍ରେମିକା ଫାଶରେ ପଡ଼ିବା ପରେ ତଣ୍ଟି ଚିପି କରିଥିଲା ହତ୍ୟା ଉଦ୍ୟମ।  ମରିଗଲା ଭାବି ଫିଙ୍ଗି ଦେଇଥିଲା ଏକ ପରିତ୍ୟକ୍ତ କୂଅରେ। କିନ୍ତୁ ପ୍ରେମିକାର ଭାଗ୍ୟ ଭଲ ଥିଲା। ସେ ମରି ନ ଥିଲା। ଦୁଇ ଘଣ୍ଟା ପରେ ପରିତ୍ୟକ୍ତ କୂଅରୁ ଉଠି ଆସିଥିଲା ଆଶ୍ରିତା ହୋଇ ରହିଥିବା ମାମୁଁ ଘରକୁ। ବର୍ଣ୍ଣନା କରିଥିଲା ପୂରା ଘଟଣା।

ଏହି ଅମାନବୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଖୁଣ୍ଟଲାପାଲି ଗାଁରେ। ଗତକାଲି ବିଳମ୍ବିତ ରାତିର ଘଟଣା। ପରିବାର ଲୋକେ ଏ ବିଷୟରେ ଜାଣିବା ପରେ ଗାଁର ଭଦ୍ରଲୋକଙ୍କୁ ଡାକି ବୈଠକ କରିଥିଲେ। ତା’ପରେ ଯୁବତୀ ଜଣଙ୍କ ଗାଁ ଲୋକଙ୍କ ସହିତ ଯାଇ ଆଜି ଥାନାରେ ଏତଲା ଦେଇଥିଲେ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ସେ ସେହି ଗାଁର ଜଗବନ୍ଧୁ ପ୍ରଧାନ (୨୮)ଙ୍କୁ ପ୍ରେମ କରୁଥିଲେ। ପ୍ରାୟ ବର୍ଷେ ହେଲା ସେମାନଙ୍କ ମଧ୍ୟରେ ଥିଲା ପ୍ରେମ ସଂପର୍କ। ଘରୁ ପଳାଇ ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲା ଜଗବନ୍ଧୁ। ଏଥିରେ ତାଙ୍କର ସହମତି ଥିଲା। ଯୋଜନା ମୁତାବକ ଗତକାଲି ସନ୍ଧ୍ୟାରେ ଦୁହେଁ ଫେରାର ହୋଇଯାଇଥିଲେ। ଗାଁ ଛାଡ଼ିବା ପରେ ରାତି ପ୍ରାୟ ୮ଟା ବେଳକୁ ସେମାନେ ଏକ ନିଛାଟିଆ କେନାଲ ହୁଡ଼ା ନିକଟରେ ପହଞ୍ଚିଥିଲେ। ସେଠାରେ ଜଗବନ୍ଧୁ ତାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା। ସେ ସଂଜ୍ଞାହୀନ ହୋଇଯିବା ପରେ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ।

ପୋଲିସ୍ ଯୁବତୀଙ୍କ ବୟାନ ରେକର୍ଡ କରିବା ସହିତ ଅଭିଯୁକ୍ତକୁ ଧରିବାକୁ ତନାଘନା ଚଲାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story