କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମହିଳା କମିଶନ

କୋରାପୁଟ: କୋରାପୁଟ କୁନ୍ଦୁଲିରେ ଗଣଦୁଷ୍କର୍ମ ମାମଲାରେ ଆଜି ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ। ଏହା ସହ ରାଜ୍ୟ ମହିଳା କମିଶନର ୪ ଜଣିଆ ଟିମ୍‌ କୋରାପୁଟ ଗସ୍ତ କରିଛନ୍ତି। ସେମାନେ ସେଠାରେ ପୀଡ଼ିତାଙ୍କୁ ଭେଟିବେ। ଏହା ସହିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ତଦନ୍ତ ସଂପର୍କରେ ଆଲୋଚନା କରିବେ। ଆଜି ସକାଳେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଏକ ଟିମ୍ ମଧ୍ୟ କୋରାପୁଟ ଗସ୍ତ କରି ଜିଲ୍ଲା ମୁଖ୍ୟ […]

nn

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 01:52 PM IST

କୋରାପୁଟ: କୋରାପୁଟ କୁନ୍ଦୁଲିରେ ଗଣଦୁଷ୍କର୍ମ ମାମଲାରେ ଆଜି ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ। ଏହା ସହ ରାଜ୍ୟ ମହିଳା କମିଶନର ୪ ଜଣିଆ ଟିମ୍‌ କୋରାପୁଟ ଗସ୍ତ କରିଛନ୍ତି। ସେମାନେ ସେଠାରେ ପୀଡ଼ିତାଙ୍କୁ ଭେଟିବେ। ଏହା ସହିତ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ତଦନ୍ତ ସଂପର୍କରେ ଆଲୋଚନା କରିବେ।
ଆଜି ସକାଳେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଏକ ଟିମ୍ ମଧ୍ୟ କୋରାପୁଟ ଗସ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କୁ ଭେଟିଥିଲେ। ଏହା ସହିତ ପୀଡ଼ିତାଙ୍କ ଚିକିତ୍ସା ସଂପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ।

Related story