ଏଲ୍‌ପିଜି ସବ୍‌ସିଡି ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ମହିଳା କଂଗ୍ରେସର ବିକ୍ଷୋଭ  

ଭୁବନେଶ୍ୱର: ଏଲ୍‌ପିଜି ସବ୍‌ସିଡି ବନ୍ଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟ ମହିଳା କଂଗ୍ରେସ  ପ୍ରତିବାଦ କରିଛି। ଆଜି ଏ ନେଇ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଓ ଶୋଭାଯାତ୍ରା କରିଛନ୍ତି। ତୁରନ୍ତ ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ମହିଳା କଂଗ୍ରେସ ଧମକ ଦେଇଛି।

congress

Rakesh Mallick
  • Published: Saturday, 05 August 2017
  • , Updated: 05 August 2017, 01:59 PM IST

ଭୁବନେଶ୍ୱର: ଏଲ୍‌ପିଜି ସବ୍‌ସିଡି ବନ୍ଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ରାଜ୍ୟ ମହିଳା କଂଗ୍ରେସ  ପ୍ରତିବାଦ କରିଛି। ଆଜି ଏ ନେଇ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଓ ଶୋଭାଯାତ୍ରା କରିଛନ୍ତି।

ତୁରନ୍ତ ନିଷ୍ପତ୍ତି ପ୍ରତ୍ୟାହାର ନ କଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ମହିଳା କଂଗ୍ରେସ ଧମକ ଦେଇଛି।

Related story