ମନ ଜିଣିଲା ଗଣେଶ ମୂର୍ତ୍ତି ଓ ’ଗୋ ଗ୍ରୀନ୍’ ବାର୍ତ୍ତା; ସୁଦର୍ଶନ ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଦଶମ ମସ୍କୋ ବାଲୁକା କଳା ଚାମ୍ପିଅନ୍‌ସିପ୍‌ରେ ସୁଦର୍ଶନ ପଟ୍ଟନାୟକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଗଣେଶଙ୍କ ଏକ ବାଲୁକା ମୂର୍ତ୍ତି ନିର୍ମାଣ କରିଥିଲେ ଏବଂ ପରିବେଶକୁ ସବୁଜ ରଖିବା ପାଇଁ ବାର୍ତ୍ତା ଦେଇଥିଲେ। ସୁଦର୍ଶନଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

sudarshana

Rakesh Mallick
  • Published: Saturday, 29 April 2017
  • , Updated: 29 April 2017, 08:40 AM IST

ଭୁବନେଶ୍ୱର: ଦଶମ ମସ୍କୋ ବାଲୁକା କଳା ଚାମ୍ପିଅନ୍‌ସିପ୍‌ରେ ସୁଦର୍ଶନ ପଟ୍ଟନାୟକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଗଣେଶଙ୍କ ଏକ ବାଲୁକା ମୂର୍ତ୍ତି ନିର୍ମାଣ କରିଥିଲେ ଏବଂ ପରିବେଶକୁ ସବୁଜ ରଖିବା ପାଇଁ ବାର୍ତ୍ତା ଦେଇଥିଲେ।

ସୁଦର୍ଶନଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related story