ଦୂର ହେଲା ଅନିଶ୍ଚିତତା: ବାରିପଦା ମେଡିକାଲ କଲେଜରେ ନାମଲେଖା ପାଇଁ ସୁପ୍ରିମକୋର୍ଟ କମିଟିର ଅନୁମତି

ଭୁବନେଶ୍ୱର:ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ପାଠପଢାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି । ଚଳିତ ବର୍ଷରୁ ଶହେ  ଏମବିବିଏସ ସିଟ୍‌ରେ ଆଡ୍‌ମିଶନ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ମାଣ୍ଡେଟେଡ ଓଭରସାଇଟ୍ କମିଟି । ଏମସିଆଇର ଅନୁମତି ନ ମିଳିବା ନେଇ କମିଟି ନିକଟରେ ଫେରାଦ  ହୋଇଥିଲେ ରାଜ୍ୟ ସରକାର। ଏମସିଆଇ ଟିମ୍ ଭିତ୍ତିଭୂମି ଅନୁଧ୍ୟାନ କରି ରିପୋର୍ଟ ଦେଇ ନ ଥିବାରୁ ବିବାଦ ଦେଖା  ଦେଇଥଲା । ଏହାକୁ […]

baripada

baripada

Rakesh Mallick
  • Published: Sunday, 14 May 2017
  • Updated: 15 May 2017, 08:09 AM IST

ଭୁବନେଶ୍ୱର:ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ପାଠପଢାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି । ଚଳିତ ବର୍ଷରୁ ଶହେ  ଏମବିବିଏସ ସିଟ୍‌ରେ ଆଡ୍‌ମିଶନ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ମାଣ୍ଡେଟେଡ ଓଭରସାଇଟ୍ କମିଟି । ଏମସିଆଇର ଅନୁମତି ନ ମିଳିବା ନେଇ କମିଟି ନିକଟରେ ଫେରାଦ  ହୋଇଥିଲେ ରାଜ୍ୟ ସରକାର।

ଏମସିଆଇ ଟିମ୍ ଭିତ୍ତିଭୂମି ଅନୁଧ୍ୟାନ କରି ରିପୋର୍ଟ ଦେଇ ନ ଥିବାରୁ ବିବାଦ ଦେଖା  ଦେଇଥଲା । ଏହାକୁ ନେଇ ରାଜ୍ୟ ସରକାର ଏମସିଆଇ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ  ମାଣ୍ଡେଟେଡ ଓଭରସାଇଟ୍ କମିଟି ପାଖରେ ଫେରାଦ ହୋଇଥିଲେ।  ପେଟ୍ରୋଲିୟମ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡାଙ୍କ ସହ ଆଲୋଚନା କରିଥିଲେ।   ଅନୁମତି ନ ମିଳିବା ନେଇ ଗତ ୧୧ ତାରିଖରେ ଜିଲ୍ଲାର ବିଭିନ୍ନ ସଙ୍ଗଠନ ମୟୁରଭଞ୍ଜ  ବନ୍ଦ ପାଳନ କରିଥିଲେ।  ସେଇ ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡା ଦିଲ୍ଲୀରେ ବୈଠକ ଡାକି ଏହି  ପ୍ରସଙ୍ଗରେ ଆଲୋଚନା କରିଥିଲେ। ସେପଟେ କମିଟି ନାମଲେଖା ପାଇଁ ଅନୁମତି ଦେବା  ପରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ସ୍ୱାଗତ କରିଛନ୍ତି।  ମୟୂରଭଞ୍ଜବାସୀଙ୍କ ବହୁ ଦିନର ଦାବି  ପୂରଣ ହେଲା ବୋଲି ଜଣାଇଛନ୍ତି।

ବାରିପଦାରେ  ପ୍ରତିଷ୍ଠା କରାଯାଇଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ  ଏବଷର୍ରୁ ନାମ ଲେଖା ପାଇଁ ଅନୁମିତି ମିଳିବା ପରେ ମୟୁରଭଞ୍ଜ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।  ବାଣ ଫୁଟାଇ, ମିଠା ବାଣ୍ଟି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବାରିପଦାବାସୀ ।  ଏହା ଦ୍ୱାରା ଜିଲ୍ଲାବାସୀ ଉତ୍ତମ ସ୍ୱାସ୍ଥ୍ୟ ସେବା ମଧ୍ୟ  ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story