ସୁର ବାବା ମାମଲା: ଝାରପଡ଼ା ଜେଲ ଗଲେ ତ୍ରିଲୋଚନ, ୮୪ ଏକର ଜମି ଠାବ

କଟକ: ସୁର ବାବାଙ୍କ ବଡ଼ ପୁଅ ତ୍ରିଲୋଚନ ମିଶ୍ରଙ୍କର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଝାରପଡା ଜେଲ ପଠାଇ ଦେଇଛି। ତେବେ ଛତ୍ରପୁର ଜମି ଜବରଦଖଲ ମାମଲା ନେଇ ତଦନ୍ତ ଜାରି ରହିଥିବା ବେଳେ ସୁରବାବା ଏବଂ ତାଙ୍କ ପୁଅଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ସୁତ୍ରରୁ ସୂଚନା ମିଳିଛି ଯେ ରାଜ୍ୟ ତଥା ରାଜ୍ୟ ବାହାରେ ସୁର ମିଶ୍ରଙ୍କ […]

trilocahana

trilocahana

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 01:36 PM IST

Sports

Latest News

କଟକ: ସୁର ବାବାଙ୍କ ବଡ଼ ପୁଅ ତ୍ରିଲୋଚନ ମିଶ୍ରଙ୍କର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଝାରପଡା ଜେଲ ପଠାଇ ଦେଇଛି। ତେବେ ଛତ୍ରପୁର ଜମି ଜବରଦଖଲ ମାମଲା ନେଇ ତଦନ୍ତ ଜାରି ରହିଥିବା ବେଳେ ସୁରବାବା ଏବଂ ତାଙ୍କ ପୁଅଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିବା ଜଣାପଡିଛି।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ସୁତ୍ରରୁ ସୂଚନା ମିଳିଛି ଯେ ରାଜ୍ୟ ତଥା ରାଜ୍ୟ ବାହାରେ ସୁର ମିଶ୍ରଙ୍କ ନାଁରେ ୮୪ ଏକର ଜମି ଠାବ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଠାବ ହୋଇଥିବା ୮୪ ଏକର ଜମି ମଧ୍ୟରୁ ୩୭ ଏକର ଆଶ୍ରମ ନାଁରେ, ୪୫ ଏକର ସୁର ବାବା ଏବଂ ତାଙ୍କ ପରିବାର ଲୋକଙ୍କ ନାଁରେ ଏବଂ ପ୍ରାୟ ୨୮ ଏକର ଜମି ବଡ ପୁଅ ତ୍ରିଲୋଚନ ମିଶ୍ରଙ୍କ ନାଁରେ ରହିଛି।। ଏପରିକି କୋଲକାତା ଓ ବିହାରରେ ମଧ୍ୟ ସୁରବାବାଙ୍କ ଜମିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଉତ୍ତର ପ୍ରଦେଶର ବାରାଣାସୀରେ ମଧ୍ୟ ସୁରଙ୍କର ୧ ଏକର ଜମି ରହିଛି। କାକଟପୁରରେ ପ୍ରାୟ ୮ ଏକର ଜମି ଜବରଦଖଲ କରି ଝାଉଁ ଜଙ୍ଗଲ ସୃଷ୍ଟି କରିଛନ୍ତି ସୁର ବାବା।

ଯେଉଁ ସବୁ ସ୍ଥାନରେ ସୁରବାବାଙ୍କ ଜମି ଠାବ ହୋଇଛି ସେଠାକୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ପଠାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story