ସୁରବାବା ଓ ତାଙ୍କ ଦୁଇ ପୁଅଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

କଟକ: ସୁରେନ୍ଦ୍ର ମିଶ୍ର ଓରଫ୍ ସୁରବାବା ଏବଂ ତାଙ୍କ ଦୁଇ ପୁଅଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ଦ୍ୱିତୀୟ ଦିନ। ଆଜି ମଧ୍ୟ ଏ ତିନି ଜଣଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଉଛି। ସେପଟେ ତଦନ୍ତ ଯେତିକି ଆଗୋଉଛି, ସୁର ସାମ୍ରାଜ୍ୟ ସଂପର୍କରେ ସେତିକ ନୂଆ ତଥ୍ୟ ସହ ଅବଗତ ହେଉଛି କ୍ରାଇମବ୍ରାଞ୍ଚ। କେବଳ ଓଡ଼ିଶା ନୁହେଁ, ମୁମ୍ୱାଇ, ବିହାରର ସମସ୍ତିପୁର ଓ ଭାଗଲପୁର, ପଶ୍ଚିମବଙ୍ଗର ଚବିଶ ପ୍ରଗଣା ସହ ପଡୋଶୀ ଦେଶ ନେପାଳ ପର୍ଯ୍ୟନ୍ତ ସୁର ସାମ୍ରାଜ୍ୟର ଚେର […]

suraandsons

suraandsons

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 07:39 AM IST

Sports

Latest News

କଟକ: ସୁରେନ୍ଦ୍ର ମିଶ୍ର ଓରଫ୍ ସୁରବାବା ଏବଂ ତାଙ୍କ ଦୁଇ ପୁଅଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଆଜି ଦ୍ୱିତୀୟ ଦିନ। ଆଜି ମଧ୍ୟ ଏ ତିନି ଜଣଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଉଛି। ସେପଟେ ତଦନ୍ତ ଯେତିକି ଆଗୋଉଛି, ସୁର ସାମ୍ରାଜ୍ୟ ସଂପର୍କରେ ସେତିକ ନୂଆ ତଥ୍ୟ ସହ ଅବଗତ ହେଉଛି କ୍ରାଇମବ୍ରାଞ୍ଚ। କେବଳ ଓଡ଼ିଶା ନୁହେଁ, ମୁମ୍ୱାଇ, ବିହାରର ସମସ୍ତିପୁର ଓ ଭାଗଲପୁର, ପଶ୍ଚିମବଙ୍ଗର ଚବିଶ ପ୍ରଗଣା ସହ ପଡୋଶୀ ଦେଶ ନେପାଳ ପର୍ଯ୍ୟନ୍ତ ସୁର ସାମ୍ରାଜ୍ୟର ଚେର ଲମ୍ୱିଥିବା ଜଣାପଡ଼ିଛି। ମୁମ୍ୱାଇ ଲିଙ୍କର ଖୋଳତାଡ଼ ପାଇଁ କ୍ରାଇମବ୍ରାଞ୍ଚ  ଏକ ଦୁଇ ଜଣିଆ ଟିମ୍ ସେଠାକୁ ଯାଇଥିଲା ବେଳେ ଦରକାର ପଡ଼ିଲେ ତଦନ୍ତ ପାଇଁ ଅନ୍ୟ ରାଜ୍ୟକୁ ମଧ୍ୟ ଯିବା ଲାଗି ଯୋଜନା କରୁଛି। ସେପଟେ ଝିଇଁଣ୍ଟି ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମରେ ବି ଖୋଳତାଡ଼ ଜାରି ରହିଛି। ଗତକାଲିର ଛାନଭିନ୍ ସମୟରେ ଲକ୍ଷ୍ମୀ ମନ୍ଦିର ଲକରରୁ ରୁପା ଫରୁଆ, ରୁପା ଗ୍ଲାସ୍, ସମେତ ବହୁ ସୁନାରୁପା ଅଳଙ୍କାର ଓ ଆଇସିଆସିଆଇ ବ୍ୟାଙ୍କର ଏକ ଏଟିଏମ୍ କାର୍ଡକୁ କ୍ରାଇମବ୍ରାଞ୍ଚ ଜବତ କରିଛି। ଏଥିସହ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଆଶ୍ରମରୁ ପ୍ରାୟ ୩୦୦ଟି ଜମିଜମା ସମ୍ପର୍କିତ କାଗଜପତ୍ର ମିଳିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story