ସୁରବାବା ଓ ଦୁଇ ପୁଅଙ୍କୁ ଆଜି ତୃତୀୟ ଦିନ ପାଇଁ ଜେରା କରିବ କ୍ରାଇମବ୍ରାଞ୍ଚ

କଟକ:  ଝିଇଁଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରବାବାଙ୍କୁ ଆଜି ତୃତୀୟ ଦିନ ପାଇଁ ଜେରା କରିବ କ୍ରାଇମବ୍ରାଞ୍ଚ। ଆଜି ମଧ୍ୟ ସୁରବାବାଙ୍କ ଆର୍ଥିକ କାରବାର ନେଇ ଆହୁରି ଅନେକ ତଥ୍ୟ ମିଳିବା ଆଶା କରାଯାଉଛି। ସୁରେନ୍ଦ୍ର ମିଶ୍ର ଓ ତ୍ରାହି ଅଚ୍ୟୁତ ଆଶ୍ରମର ଆର୍ଥିକ କାରବାର ନେଇ କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି। ତ୍ରାହିଅଚ୍ୟୁତ ନଗରରେ ଥିବା ଷ୍ଟେଟ ବ୍ୟାଙ୍କ ଶଖାରେ ସୁରେନ୍ଦ୍ର ତାଙ୍କ ପରିବାର ଓ ଟ୍ରଷ୍ଟ ନାଁରେ ୨ କୋଟି ୪୦ ଲକ୍ଷ […]

suraandsons

suraandsons

Rakesh Mallick
  • Published: Friday, 04 September 2015
  • Updated: 04 September 2015, 02:13 AM IST

କଟକ:  ଝିଇଁଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରବାବାଙ୍କୁ ଆଜି ତୃତୀୟ ଦିନ ପାଇଁ ଜେରା କରିବ କ୍ରାଇମବ୍ରାଞ୍ଚ। ଆଜି ମଧ୍ୟ ସୁରବାବାଙ୍କ ଆର୍ଥିକ କାରବାର ନେଇ ଆହୁରି ଅନେକ ତଥ୍ୟ ମିଳିବା ଆଶା କରାଯାଉଛି। ସୁରେନ୍ଦ୍ର ମିଶ୍ର ଓ ତ୍ରାହି ଅଚ୍ୟୁତ ଆଶ୍ରମର ଆର୍ଥିକ କାରବାର ନେଇ କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି। ତ୍ରାହିଅଚ୍ୟୁତ ନଗରରେ ଥିବା ଷ୍ଟେଟ ବ୍ୟାଙ୍କ ଶଖାରେ ସୁରେନ୍ଦ୍ର ତାଙ୍କ ପରିବାର ଓ ଟ୍ରଷ୍ଟ ନାଁରେ ୨ କୋଟି ୪୦ ଲକ୍ଷ ଟଙ୍କା ରହିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ସୁରେନ୍ଦ୍ର ମିଶ୍ର, ତାଙ୍କ ଦୁଇ ପୁଅ, ବୋହୂ, ସ୍ତ୍ରୀ ଓ ଟ୍ରଷ୍ଟ ନାଁରେ ଥିବା ୭ଟି ଆକାଉଣ୍ଟରେ ଏହିସବୁ ଟଙ୍କା ରହିଛି। ସେହିପରି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଗୁରୁବାର ସଂଧ୍ୟାରେ ତ୍ରାହି ଅଚ୍ୟୁତ ଆଶ୍ରମରେ ଚଢ଼ାଉ ବେଳେ ସେଠାରୁ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଛି। ସୁର ବାବାଙ୍କ ପୋଥି ଗଣନା ରୁମରୁ ବସ୍ତାରେ ଭର୍ତ୍ତି ହୋଇ ରହିଥିବା ଟଙ୍କା ଜବତ ହୋଇଛି।  ସେହିଭଳି ଆଶ୍ରମର ମୁଖ୍ୟ କାର୍ଯ୍ୟାଳୟ ସମେତ ପୋଥିଘରେ ଥିବା ସିନ୍ଧୁକ, ଆଲମାରୀ, ଲକର, ହୁଣ୍ଡି ଏବଂ ଦାନବାକ୍ସରୁ ମଧ୍ୟ ଟଙ୍କା ଜବତ ହୋଇଛି। ଅନ୍ୟପକ୍ଷରେ ସୁରବାବାଙ୍କ ବହୁ ଚର୍ଚ୍ଚିତ ପୋଥୀକୁ ମଧ୍ୟ ଉଦ୍ଧାର କରାଯାଇଛି। ଆଶ୍ରମରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା କ୍ରାଇମବ୍ରାଞ୍ଚ୍ ପକ୍ଷରୁ ସୂଚନା ମିଳିଛି। ଗତକାଲି ଚଢ଼ାଉ ବେଳେ ସୁରବାବାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସୁରେନ୍ଦ୍ର ମିଶ୍ରଙ୍କ ଅର୍ଥନୈତିକ କାରବାରର ସଂପର୍କରେ ଆଗକୁ ଆହୁରି ଅଧିକ ତଥ୍ୟ ମିଳିବାର ସମ୍ଭାବନା ରହିଥିବା କ୍ରାଇମବ୍ରାଞ୍ଚ ଏଡିଜି ବିଜୟ ଶର୍ମା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story