ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ ରାଜନୀତି ନ ହେଉ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଶିଶୁଭବନ ଶିଶୁ ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାର ପଠାଇଥିବା ଡାକ୍ତରୀ ଦଳକୁ ଫେରାଇ ଦିଆଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ ରାଜନୀତି କରାଯିବା ଉଚିତ ନୁହେଁ। ଧର୍ମେନ୍ଦ୍ର କହିଛନ୍ତି, ଶିଶୁ ଭବନରେ ଶିଶୁ ମୃତ୍ୟୁ ଘଟଣା ସଂପର୍କରେ ଆମେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲୁ। ଏହାପରେ ସେ ଶିଶୁ ଭବନକୁ ଏକ ଡାକ୍ତରୀଦଳ ପଠାଇବା ପାଇଁ କେନ୍ଦ୍ର […]

dharmendra

dharmendra

Rakesh Mallick
  • Published: Friday, 04 September 2015
  • Updated: 04 September 2015, 11:33 AM IST

Sports

Latest News

ଭୁବନେଶ୍ୱର: ଶିଶୁଭବନ ଶିଶୁ ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାର ପଠାଇଥିବା ଡାକ୍ତରୀ ଦଳକୁ ଫେରାଇ ଦିଆଯିବା ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ପ୍ରସଙ୍ଗରେ ରାଜନୀତି କରାଯିବା ଉଚିତ ନୁହେଁ।

ଧର୍ମେନ୍ଦ୍ର କହିଛନ୍ତି, ଶିଶୁ ଭବନରେ ଶିଶୁ ମୃତ୍ୟୁ ଘଟଣା ସଂପର୍କରେ ଆମେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲୁ। ଏହାପରେ ସେ ଶିଶୁ ଭବନକୁ ଏକ ଡାକ୍ତରୀଦଳ ପଠାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ଡାକ୍ତରୀଦଳରେ ନୂଆଦିଲ୍ଲୀସ୍ଥିତ ଏମ୍ସ, ରାମ ମନୋହର ଲୋହିଆ ହସପିଟାଲ ଓ ସରଫଦଗଞ୍ଜ ହସପିଟାଲର ଡାକ୍ତରମାନେ ଥିଲେ। ସେମାନେ ସମସ୍ତେ ଶିଶୁରୋଗ ବିଶେଷଜ୍ଞ ଥିଲେ। ଏହି ସୁବିଧା ଓ ସୁଯୋଗର ଫାଇଦା ନେବା ବଦଳରେ ରାଜ୍ୟ ସରକାର କେନ୍ଦ୍ରୀୟ ଡାକ୍ତରୀ ଟିମକୁ ଫେରାଇ ଦେଲେ।

ସୂଚନାଯୋଗ୍ୟ, ରାଜ୍ୟସରକାର କେନ୍ଦ୍ରୀୟ ଡାକ୍ତରୀ ଟିମକୁ ଏହା କହି ଫେରାଇ ଦେଇଥିଲେ ଯେ ଯଦି କେନ୍ଦ୍ର ସରକାର ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତା’ହେଲେ କଟକ ଶିଶୁଭବନର ଭିତ୍ତିଭୂମି ବିକାଶରେ ସହଯୋଗ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story