ନିଜ ଦୈନନ୍ଦିନ ଜୀବନରେ ବ୍ୟକ୍ତି କିଛି ନା କିଛି ଛୋଟ ଛୋଟ ଭୁଲ କରିଥାଏ। ଯେଉଁ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡେ। ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଆୟୁଷ ନଜ କର୍ମ ଅନୁସାରେ କମ୍ ବା ଅଧିକ ହୋଇଥାଏ। ଆସନ୍ତୁ ଜାଣିବା ଶାସ୍ତ୍ରରେ କୁହାଯାଇଥିବା କିଛି କାମ ବିଷୟରେ, ଯାହା କରିବା ଦ୍ୱାରା ଆୟୁଷ କମି ଥାଏ।
- ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେଉଁ ବ୍ୟକ୍ତି ପଢିବା ସମୟରେ ଖାଦ୍ୟ ଖାଇଥାଏ, ତାହାର ଆୟୁଷ ଯମ କମ୍ କରିଦେଇଥାନ୍ତି।
- ମୁଖ୍ୟଦ୍ୱାର ସମ୍ମୁଖକୁ ପାଦ କରି ଶୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆୟୁଷ କମି ଥାଏ।
- ଖାଦ୍ୟ ଖାଇବା ସମୟରେ ଅଧାରୁ ଉଠି ପୁଣି ଆସି ଖାଇବା ଅଭ୍ୟାସ ଥିଲେ ତୁରନ୍ତ ଛାଡ଼ନ୍ତୁ। ଏହି ଅଭ୍ୟାସ ଆୟୁଷ କମ୍ କରିଦିଏ।
- ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଇବା ଅନୁଚିତ। ଏପରି କରିବା ଦ୍ୱାରା ଶରୀରରେ ରୋଗ ବଢିଥାଏ ଓ ଆୟୁଷ କମେ।
- ଶାସ୍ତ୍ର ଅନୁସାରେ ମଙ୍ଗଳବାର ଏବଂ ଶନିବାର ଦିନ ଚୁଟି କାଟିବା ଅଶୁଭ। ଏପରି କରିବା ଦ୍ୱାରା ଆୟୁଷ ହାନୀ ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...