ମଦ ସହିତ ଏସବୁ ଚାଖଣା ମନା, ପଢ଼ନ୍ତୁ କାହିଁକି

ମଦ ଶରୀର ପ୍ରତି ହାନିକାରକ। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ମଦ ସହିତ ଚାଖଣା ଭାବରେ ବ୍ୟବହାର କରୁଥିବା କାଜୁ ଓ ଚିନା ବାଦାମ ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ଏକଥା ଜାଣଛନ୍ତି କି ? ଅଧିକାଂଶ ଲୋକ ମଦ ସହିତ କାଜୁ କିମ୍ବା ଚିନା ବାଦାମ ଖାଇବାକୁ ପସନ୍ଦ କରିଥାନ୍ତି, ଯାହା ଖାଇବା ଆଦୌ ଉଚିତ୍‌ ନୁହେଁ। ଖାଲି ସେତିକି ନୁହେଁ ମଦ ସହିତ ସୋଡା କିମ୍ବା ଥଣ୍ଡାପାନୀୟ ମିଶାଇ ପିଇବା ମଧ୍ୟ ଶରୀର […]

12

12

Rakesh Mallick
  • Published: Saturday, 31 March 2018
  • Updated: 31 March 2018, 09:34 PM IST

Sports

Latest News

ମଦ ଶରୀର ପ୍ରତି ହାନିକାରକ। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ମଦ ସହିତ ଚାଖଣା ଭାବରେ ବ୍ୟବହାର କରୁଥିବା କାଜୁ ଓ ଚିନା ବାଦାମ ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ଏକଥା ଜାଣଛନ୍ତି କି ? ଅଧିକାଂଶ ଲୋକ ମଦ ସହିତ କାଜୁ କିମ୍ବା ଚିନା ବାଦାମ ଖାଇବାକୁ ପସନ୍ଦ କରିଥାନ୍ତି, ଯାହା ଖାଇବା ଆଦୌ ଉଚିତ୍‌ ନୁହେଁ। ଖାଲି ସେତିକି ନୁହେଁ ମଦ ସହିତ ସୋଡା କିମ୍ବା ଥଣ୍ଡାପାନୀୟ ମିଶାଇ ପିଇବା ମଧ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ଶରୀରେ ଅସୁସ୍ଥ ହୋଇପଡ଼େ।

କାଜୁ ଓ ଚିନା ବାଦାମ୍‌ରେ ପ୍ରଚୁର ପରିମାଣରେ କୋଲୋଷ୍ଟ୍ରଲ୍‌ ରହିଥାଏ। ଏହା ଭୋକ କମାଇ ଥାଏ। ମଦ ସହିତ ସୋଡା କିମ୍ବା ଥଣ୍ଡାପାନୀୟ ମିଶାଇ ପିଇଲେ ଶରୀରରେ ପାଣିର ମାତ୍ରା କମିଯାଏ। ସେହିପରି ମଦ ସହିତ ତେଲ ଛଣା ଖାଦ୍ୟ ଖାଇଲେ ଏସିଡିଟି ହେବାର ସମସ୍ୟା ଦେଖାଦିଏ। ଖାଲି ସେତିକି ନୁହେଁ ମଦ ସହିତ ଚିପ୍‌ସ, ଦହି, ଲହୁଣି, ବିରିଆନି, କିମ୍ବା ମସଲାଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରୁହନ୍ତୁ।

ମିଠା ଖାଇବାରୁ ଦୂରେଇ ରୁହନ୍ତୁ: ଭୁଲ୍‌ରେ ମଧ୍ୟ ମଦ ସହିତ ମିଠା ଖାଆନ୍ତୁ ନାହିଁ। କାରଣ ଏହା ନିଶାକୁ ଦୁଇଗୁଣା ବଢ଼ାଇ ଦେଇଥାଏ। ଫଳରେ ଆପଣ ନିଶା ପ୍ରଭାବରେ ନିଜର ହିତାହିତ ଜ୍ଞାନ ହରାଇ ପାରନ୍ତି। ଏଥିସହିତ ମିଠା ମଦର ଥିବା ବିଷାକ୍ତ ପଦାର୍ଥକୁ ଅଧିକ ବଢ଼ାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story