ସାବଧାନ! ଏସବୁ ନିରାମିଷ ନୁହେଁ, ଆମିଷ

ଭୁବନେଶ୍ୱର: ଖାଇବାରେ ସମସ୍ତଙ୍କର ରହିଛି ଭିନ୍ନ ଭିନ୍ନ ପସନ୍ଦ। କିଏ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି ତ କିଏ ନିରାମିଷ। ହେଲେ ଆଜି ଆମେ ନିରାମିଷ ଖାଉଥିବା ଲୋକଙ୍କୁ ଏମିତି କିଛି କହିବାକୁ ଯାଉଛୁ, ଯାହା ଜାଣିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସି ଯିବା ପରି ଲାଗିବ। କାରଣ ପ୍ରାୟ ସମସ୍ତେ ଏସବୁ ଖାଦ୍ୟକୁ ନିରାମିଷ ଭାବିଥାନ୍ତି। ହେଲେ ପ୍ରକୃତରେ ଏହା ନିରାମିଷ ନୁହେଁ, ଆମିଷ। ଆଉ ଏହା ବିଜ୍ଞାନ ସିଦ୍ଧ। ଏହାକୁ ପଢ଼ିବା […]

food

food

Rakesh Mallick
  • Published: Saturday, 03 February 2018
  • Updated: 03 February 2018, 08:43 AM IST

ଭୁବନେଶ୍ୱର: ଖାଇବାରେ ସମସ୍ତଙ୍କର ରହିଛି ଭିନ୍ନ ଭିନ୍ନ ପସନ୍ଦ। କିଏ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି ତ କିଏ ନିରାମିଷ। ହେଲେ ଆଜି ଆମେ ନିରାମିଷ ଖାଉଥିବା ଲୋକଙ୍କୁ ଏମିତି କିଛି କହିବାକୁ ଯାଉଛୁ, ଯାହା ଜାଣିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସି ଯିବା ପରି ଲାଗିବ। କାରଣ ପ୍ରାୟ ସମସ୍ତେ ଏସବୁ ଖାଦ୍ୟକୁ ନିରାମିଷ ଭାବିଥାନ୍ତି। ହେଲେ ପ୍ରକୃତରେ ଏହା ନିରାମିଷ ନୁହେଁ, ଆମିଷ। ଆଉ ଏହା ବିଜ୍ଞାନ ସିଦ୍ଧ। ଏହାକୁ ପଢ଼ିବା ପରେ ନିରାମିଷ ଖାଉଥିବା ଆମ ପାଠକମାନେ ସତର୍କ ହୋଇଯିବା ଉଚିତ। ଆସନ୍ତୁ ଜାଣିବା ଏସବୁ ଖାଦ୍ୟ ବିଷୟରେ।

ସୁପ୍‌: ସୁପ୍‌ ଖାଇବାକୁ ବହୁତ ଲୋକ ପସନ୍ଦ କରିଥାନ୍ତି। ଯଦି ଆପଣ ଘରେ ସୁପ୍‌ ବନାଉଛନ୍ତି, ତେବେ ଠିକ୍‌ ଅଛି। ଯଦି ଆପଣ ନିରାମିଷ ଖାଉଥା’ନ୍ତି ଓ ବାହାରୁ ସୁପ୍‌ ଆଣୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ହୋଟେଲ ଓ ରେଷ୍ଟୁରାଣ୍ଟରେ ସୁପ୍‌ ପ୍ରସ୍ତୁତ କରିବା ପାଇଁ Sausage ର ବ୍ୟବହାର କରାଯାଏ। ଏହି Sausage ମାଛରୁ ମିଳୁଥିବା ଏକ ଉତ୍ପାଦରୁ ବନାଯାଇଥାଏ।

ତେଲ: ତେଲରେ ଓମେଗା ୩ ଫେଟ୍‌ ଏସିଡ୍‌ ମିଳିଥାଏ, ଯାହା ନିରାମିଷ ନୁହେଁ। କିଛି ତେଲରେ ଭିଟାମିନ ‘ଡି’ ଥିବା ଦାବି କରାଯାଇଥାଏ। ସେଥିରେ ଲେନୋଲିନ୍‌ ଥାଏ, ଯାହା ମେଣ୍ଢାରୁ ପ୍ରସ୍ତୁତ ହୋଇଥାଏ।

ହ୍ୱାଇଟ୍‌ ସୁଗାର: ହ୍ୱାଇଟ୍‌ ସୁଗାର (ଧଳା ଚିନି)କୁ ସଫା କରିବାକୁ ନାଚୁରାଲ କାର୍ବନର ବ୍ୟବହାର କରାଯାଇଥାଏ। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ନାଚୁରାଲ କାର୍ବନ ପଶୁଙ୍କ ହାଡ଼ରୁ ପ୍ରସ୍ତୁତ କରାଯାଇ ଥାଏ। ତେଣୁ ଯଦି ଆପଣ ନିରାମିଷାଶୀ ତେବେ ଭୁଲରେ ବି ରିଫାଇଣ୍ଡ ଚିନି ବ୍ୟବହର କରନ୍ତୁ ନାହିଁ।

ଜାମ୍‌: ଅନେକ ଲୋକ ପ୍ରତିଦିନ ସକାଳେ ବ୍ରେକ୍‌ଫାଷ୍ଟରେ ବ୍ରେଡ୍‌ ସହ ଜେଲି ଓ ଜାମ୍‌ ଖାଆନ୍ତି। ଆମିଷ ଖାଉଥିବା ଲୋକଙ୍କ ପାଇଁ ତ ଏହା ଠିକ୍‌ ଅଛି, ହେଲେ ନିରାମିଷ ଖାଉଥିବା ଲୋକେ ସତର୍କ ହୋଇଯାଆନ୍ତୁ। କାରଣ ଜାମ୍‌ରେ ଜିଲେଟିନ୍‌ ଥାଏ। ଏହି ଜିଲେଟିନ୍‌ ପଶୁଙ୍କ ଠାରୁ ଉତ୍ପାଦନ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story